ଯୁବକଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା ଅଭିଯୋଗ, ୨ ଅଟକ
ଭଦ୍ରକ:ମରିଗଲା ମାନବିକତା । ଗରମ ପାଣି ଢାଳି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ଧଗାଁ ପଞ୍ଚାୟତର ତଳସାହି ଗାଁରୁ । ମୃତକ ଜଣକ ହେଲେ ଗଗନ ମଲ୍ଲିକ ।
ତେବେ ମୃତକଙ୍କ ପରିବାରର ଏତଲା…