Latest Odisha News

BREAKING NEWS

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ପତାକା ପରିବର୍ତ୍ତନ ସମୟର ଫଟୋ ଆସିଲା ସାମ୍ନାକୁ

ପୁରୀ: ବାରମ୍ବାର ବାରଣ ସତ୍ତ୍ବେ ବୋଲ ମାନୁନାହାନ୍ତି ଅମାନିଆ । ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ଭିଡିଓରେ ଆସିଥିବାବେଳେ, ଜଣେ ଚୁନେରା ସେବାୟତ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା…

କରୋନାରେ ରାଜ୍ୟରେ ପ୍ରଥମ ମୃତ୍ୟୁ: ସଂକ୍ରମଣ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ବେଶ୍ କିଛି ବର୍ଷର ନିଦ୍ରା ପରେ ଏବେ ପୁଣି କଡ଼ା ଲେଉଟାଇଛି କରୋନା। ମାସକ ଭିତରେ ଦେଶରେ ସଂକ୍ରମଣ ସଂଖ୍ୟା ୩୦୦୦ ପାର୍ କରିଛି। ଏହାରି ଭିତରେ ରାଜ୍ୟ ତାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ କରିଛି। କୋଭିଡ୍-୧୯ ପରୀକ୍ଷାରେ ପଜିଟିଭ୍ ବାହାରିବାର ଚାରି ଦିନ ପରେ, ବହୁ ସ୍ୱାସ୍ଥ୍ୟ…

ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ଯୁବକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତରୁ ମାତ୍ର ୨୫ କିଲୋମିଟର ଦୁରରେ ଥିବା ସରଣ୍ଡା ଜଙ୍ଗଲ ଅଞ୍ଚଳ ବଲିବାଠାରେ ପୁଣି ଏକ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଲିବା ଗାଁର ସାଉ ବାରଜୋ (୩୦) । ସାଉ ବାରଜୋ ପତ୍ର…

ଜୁନ୍ ୧୨ରୁ ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା

ଭୁବନେଶ୍ବର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ । ଜୁନ୍‌ ୧୨ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌ (ୟୁଏଇ) ରାଜଧାନୀ ଆବୁଧାବିକୁ ଉଡ଼ିବ ବିମାନ । ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା…

ଲିଙ୍ଗରାଜ ମନ୍ଦିରରେ ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ବର: ଶୀତଳଷଷ୍ଠୀ ଭଳି ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଲେ ସେବାୟତ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି ନୀତି ।…

ଇନ୍ଫୋଭାଲି ଥାନା ଅଞ୍ଚଳରେ ଫୁଟିଲା ୪ ରାଉଣ୍ଡ ଗୁଳି…

ଭୁବନେଶ୍ବର: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର…

ଶ୍ରୀ ଭାଗବତ ସାର ୫୪: ଯୋଗ ମାର୍ଗ କଣ? ଭାଗବତ ଦ୍ୱାରା ମନୁଷ୍ୟ କିପରି ହୁଏ ସଜ୍ଜନ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମନ୍ୟୁଷଙ୍କୁ ସଜ୍ଜନ ହେବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତିନି ଯୋଗ ମାର୍ଗ ପ୍ରଦର୍ଶିତ କରିଛନ୍ତି। 1.ଜ୍ଞାନ 2.କର୍ମ 3.ଭକ୍ତି ଯଦି ଜ୍ଞାନ କଥା ଚିନ୍ତା କରିବା ତେବେ ଭାଗବତର ବାଣୀ ମନେ ପଡିବ ଅଜ୍ଞାନୁ…

ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ; ଏପଟେ ୩୦୦୦ ଟପିଲା କରୋନା ମାମଲା

ଭୁବନେଶ୍ବର: ଓଡ଼ିଶାରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଭୁବନେଶ୍ବରରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରା ଯାଇ ନାହିଁ । ସୂଚନାମୁତାବକ, ମୃତକ ଜଣେ ବୃଦ୍ଧ ।  କିଛି…

ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର, କମିଲା ୨୪ ଟଙ୍କା

ନୂଆଦିଲ୍ଲୀ: କମର୍ସିଆଲ୍ LPG ଗ୍ୟାସ୍‌ ସିଲିଣ୍ଡର୍ କମିଲା ଦର । ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଯାହା ଜୁନ୍ ୧ ତାରିଖରୁ ଲାଗୁ ହେବ ଅର୍ଥାତ୍ ଆଜିଠାରୁ ଲାଗୁ ହେଉଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ…

ବିନା ନିମନ୍ତ୍ରଣରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଶାହିଦ ଆଫ୍ରିଦି

ଦୁବାଇ: ଦୁବାଇରେ ରହୁଥିବା କେରଳ ପ୍ରବାସୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ  ସ୍ବାଗତ କରାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ କେରଳ ପ୍ରବାସୀ ସଂଘଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।…