କଟକରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
କଟକ: ପୁଣି ଥରେ କରୋନା ଭୟ ଦେଖାଗଲାଣି । ଦିନକୁଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକ ସହରରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
କଟକରେ ଚିହ୍ନଟ ହୋଇଥିବା ୨ୟ କରୋନା…