ସିମଲା ଚୁକ୍ତି ସ୍ଥଗିତ କଲା ପାକିସ୍ତାନ, ଭାରତ ପାଇଁ ବଢିବ କି ଟେନସନ?
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଘଟଣାକୁ ନେଇ ଉଭୟ ଦେଶ ଏକ ଆକ୍ରମଣାତ୍ମକ ପଦକ୍ଷେପରେ ପରସ୍ପର ବିରୁଦ୍ଧରେ କଠୋର…