ପାକ୍ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ସିଆରପିଏଫ ଯବାନ ଆକ୍ରମଣ ପୂର୍ବରୁ ପହଲଗାମରେ ପୋଷ୍ଟିଂ ଥିଲେ: ରିପୋର୍ଟ
ନୂଆଦିଲ୍ଲୀ: ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ଆସିଛି। ତେବେ ନ୍ୟୁଜ18 ଆଧାରିତ ଏକ ଖବରରେ କୁହାଯାଇଛି ଯେ, ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଯବାନଙ୍କୁ ଆତଙ୍କବାଦୀ ଆକ୍ରମଣର ମାତ୍ର ଛଅ ଦିନ ପୂର୍ବରୁ ଜମ୍ମୁ ଓ…