ଏଥର ତାହା ହେଲେ ଧୋନୀ ନେବେ ନାହିଁ ଅବସର….ସୂଚନା ଦେଲେ
ଚେନ୍ନାଇ: ଆଇପିଏଲ ୨୦୨୫ରେ ୫ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଧୋନୀ ଏଥର ଆଇପିଏଲରୁ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିଲା । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ପ୍ଲେ ଅଫରୁ ବାଦ ପଡିବା ପରେ…