Latest Odisha News

BREAKING NEWS

୨୨ ନକ୍ସଲ ଗିରଫ; ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷର ପୁରସ୍କାର ମଧ୍ୟ ରହିଥିଲା। ନକ୍ସଲଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି। ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ୧ ଏବଂ ୨ ଅର୍ଥାତ୍ ପି.କେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର…

ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଚାରାଧୀନ ବିଲ୍ ଗୁଡିକୁ ନେଇ ରାଷ୍ଟ୍ରପତି ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ। ସୁପ୍ରିମକୋର୍ଟ ପ୍ରଥମ ଥର ଏପ୍ରିଲ ୮ରେ  ଏକ ପର୍ଯ୍ୟବେକ୍ଷଣରେ ଏଭଳି ପରାମର୍ଶ ଦେଇଥିଲେ। ତେବେ ଏହାକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼…

ବିଶ୍ୱ ଐତିହ୍ୟ ଦିବସ; ଆସନ୍ତାକାଲି ମାଗଣାରେ ବୁଲିପାରିବେ ସ୍ମାରକୀ

ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ଦିବସକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ସମେତ ଆଗ୍ରାର ଅନେକ ସ୍ମାରକୀ ପରିଦର୍ଶନ କରିପାରିବେ। ଆସନ୍ତାକାଲି ଅର୍ଥାତ୍ ୧୮ ଏପ୍ରିଲରେ ବିଶ୍ୱ ଐତିହ୍ୟ…

ଟ୍ରାଫିକ୍ ଚାଲାଣରୁ ଧରାପଡ଼ିଲା ସ୍କୁଟି ଚୋର

ଭୁବନେଶ୍ୱର: ଏକ ଚୋରି ସ୍କୁଟିକୁ ୨୪ ଘଣ୍ଟା ମଧ୍ୟରେ ଖୋଜିପାଇଛି ଭୁବନେଶ୍ୱର ପୋଲିସ। ଟ୍ରାଫିକ୍ ଚାଲାଣ କଟିବା ବେଳେ ଚୋରକୁ ଧରିବାରେ ସଫଳତା ପାଇଛି ପୋଲିସ୍। ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ଦିନ ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଓଲ୍ଡ ଟାଉନ ଅଞ୍ଚଳର ମୁଲ୍ଲାପଡିଆ ରେ ଥବା ପଡିଆକୁ…

ଟିମ ଇଣ୍ଡିଆ ରାଜନୀତିରେ ଫସିଗଲେ କି ନାୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏପ୍ରିଲ ୧୭ରେ ଟିମ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟାରଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲୀପ, ଟ୍ରେନର ସୋହମ ଦେଶାଇଙ୍କୁ ବିିସିସିଆଇ ବାହାର କରିଦେଇଛି । ୮ ମାସ ତଳେ ଅଭିଷେକଙ୍କୁ ନିଯୁକ୍ତ କରାଯାଇଥିଲା ।…

ପାରାଦୀପ ବନ୍ଦରରୁ ଗିରଫ ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦୀପ ବନ୍ଦରରୁ…

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ ସହ ଅତ୍ୟାଧୁନିକ ଭିତ୍ତିଭୂମିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ଖୁସି…

ଅଭିଷେକ, ହର୍ଷିତ, ନୀତିଶ ସେଂଟ୍ରାଲ କଂଟ୍ରାକ୍ଟରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ବିସିସିଆଇର ନୂତନ ସେଂଟ୍ରାଲ କଂଟ୍ରାକ୍ଟ କେବେ ଜାରୀ ହେବ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଏବେ ଭାରତରେ ଆଇପିଏଲର ୧୮ତମ ସଂସ୍କରଣ ଚାଲିଛି । କେତେକ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରୁଛି । ଏକ ରିପୋର୍ଟ ଅନୁସାରେ ବିସିସିଆଇ ଅଭିଷେକ ଶର୍ମା, ହର୍ଷିତ…

ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି; ଦୁର୍ନୀତି ଅଭିଯୋଗ ନଥିବା ପଶ୍ଚିମବଙ୍ଗ ଶିକ୍ଷକମାନେ ପଢାଇପାରିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ଶିକ୍ଷକ ମାନଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଥିବା ଯେଉଁ ଶିକ୍ଷକମାନଙ୍କ ନାମରେ କୌଣସି ଅଭିଯୋଗ ନାହିଁ, ସେମାନେ ପରବର୍ତ୍ତୀ…