ମୋଦୀ ଚୁୁପ୍ ବସିବେ ନାହିଁ…, ଜେଲରେ ଥାଇ ଇମ୍ରାନ ଖାନଙ୍କୁ ଘାରିଛି ମୋଦୀଙ୍କ ଆକ୍ରମଣାତ୍ମକ ରଣନୀତି
ମୋଦୀ ଚୁୁପ୍ ବସିବେ ନାହିଁ, ପୁଣି ଦେବେ ଚକମା!
'ଭାରତର ନିରବତାକୁ ଦେଖି ପଛଘୁଞ୍ଚା ଦେବା ଠିକ୍ ନୁହେଁ'
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଯୁଦ୍ଧ ଏବେ ଚରମ ସୀମାରେ! ପାକିସ୍ତାନର ତଳସ୍ତରର କୂଟନୀତି ଓ ଷଡ଼ଯନ୍ତ୍ର ପୁଣି ଥରେ ଉଜାଗର ହୋଇଛି! ଭାରତ ଏହାର କଡ଼ା…