ବିଷାକ୍ତ ମଦ ପିଇ ୧୪ ମୃତ, ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଚଣ୍ଡିଗଡ: ପଞ୍ଜାବର ଅମୃତସର ଜିଲ୍ଲାର ମଜିଠା ଅଞ୍ଚଳରେ ବିଷାକ୍ତ ମଦ ପିଇବା ପରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ସମସ୍ତ ଲୋକଙ୍କୁ ଅମୃତସରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଞ୍ଚଳର ଭୁଲ୍ଲର, ଟାଙ୍ଗରା ଏବଂ ସନ୍ଧା ଗାଁରେ…