Latest Odisha News

BREAKING NEWS

ଘିବିଲି ଉଜାଡ଼ି ଦେବ ସଂସାର ! ସତର୍କ କରାଇଲା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏବେ ଘିବିଲି ଆପ୍ ଏକ ବଡ଼ ଟ୍ରେଣ୍ଡ ହୋଇଛି। ସମସ୍ତେ ନିଜ ନିଜ ଫଟୋକୁ କାର୍ଟୁନରେ ବଦଳାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏହି ଆପ୍ ଲୋକଙ୍କୁ ମଜା ଦେଉଥିବା ବେଳେ ଏହା ଏକ ବଡ଼ ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି ସାଇବର ପୋଲିସ ଚେତାବନୀ…

୬ ସହରରେ ୩୮ ଡିଗ୍ରୀ ଟପିଲା ତାପମାତ୍ରା, ୪୧ ଡିଗ୍ରୀରେ ସିଝିଲା ଝାରସୁଗୁଡା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ଖରାର ପ୍ରକୋପ । ଫଳରେ ଅସହ୍ୟ ହେବାରେ ଲାଗିଛି ଗରମ । ୪୧ ଡିଗ୍ରୀ ତାପମାତ୍ରା ସହ ସୋମବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହର ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ ଭାଙ୍ଗିଛି । ଏହାପରକୁ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ…

‘୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ’

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ…

ଜିଓ, ଏୟାରଟେଲ୍‌ ଓ ବିଏସଏନଏଲ: କିଏ ଦେଉଛି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ

ଭୁବନେଶ୍ଵର: ଏୟାରଟେଲ୍, ଜିଓ ଏବଂ ବିଏସଏନଏଲ, ଏହି ତିନି କମ୍ପାନୀ ୨୮ ଦିନର ବୈଧତା ସହିତ ଯୋଜନା ପ୍ରଦାନ କରିଥାନ୍ତି। ଏହି ଯୋଜନାରେ ଡାଟା ଏବଂ କଲିଂ ସହିତ ଅନେକ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ। କିନ୍ତୁ ଆପଣ ଜାଣନ୍ତି କି ଏହି ତିନୋଟି କମ୍ପାନୀର ରିଚାର୍ଜ ପ୍ଲାନ୍ ମଧ୍ୟରୁ କେଉଁଟି ଅଧିକ…

ସମାଲୋଚନା ପରେ ଅଶ୍ୱୀନ ନେଲେ ଏହି ନିଷ୍ପତି

ଚେନ୍ନାଇ: ଚଳିତ ଆଇପିଏଲରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୟୁଟ୍ୟୁବ ଚ୍ୟାନେଲ ଚେନ୍ନାଇ ସୁପର କିଙ୍ଗସର ବାକି ମ୍ୟାଚ କଭର କରିବ ନାହିଁ ବୋଲି ନିଷ୍ପତି ନେଇଛି । ତାଙ୍କ ଚ୍ୟାନେଲ ମଜାଳିଆ ଢ଼ଙ୍ଗରେ କ୍ରିକେଟ ଆନାଲିସିସ କରିଥାଏ । ତେବେ ଗତ ମ୍ୟାଚରେ ନୂର ଅହମ୍ମଦଙ୍କୁ ଖେଳାଯିବା ଆବଶ୍ୟକ ନ ଥିଲା ବୋଲି…

ହ୍ୱାଟସଆପରେ ପଠାଯାଇଥିବା ଫଟୋ ଏବଂ ଭିଡିଓ ଆଉ ସେଭ୍ ହେବ ନାହିଁ!

ନୂଆଦିଲ୍ଲୀ: ହ୍ୱାଟସଆପ୍ ତାର ୟୁଜର୍ସଙ୍କ ପ୍ରାଇଭେସି ପ୍ରତି ବିଶେଷ ଧ୍ୟାନ ଦେଇଥାଏ । ଏଥିପାଇଁ, ସମୟ ସମୟରେ ନୂଆ ଅପଡେଟ୍ ଉପରେ ମଧ୍ୟ କାମ କରାଯାଏ । ବର୍ତ୍ତମାନ ହ୍ୱାଟସଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଏକ ବିଶେଷ ଫିଚର ଦେଖିବାକୁ ମିଳିଛି । ପ୍ଲାଟଫର୍ମ ଏହି ନୂଆ ଫିଚରର ପରୀକ୍ଷଣ କରୁଛି…

ମହଙ୍ଗା ଉପରେ ମହଙ୍ଗା ମାଡ, ପୁଣି ବଢିବ ଗ୍ୟାସ ଦର

ଭୁବନେଶ୍ୱର: ମହଙ୍ଗା ଉପରେ ମହଙ୍ଗା ମାଡ । ପେସି ହେଉଛିନ୍ତି ସାଧାରଣ ଲୋକେ । ଲଗାତାର ଗ୍ୟାସ ଦର ବଢିଚାଲିଛି । ଗତ କିଛି ଦିନ ତଳେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଏବେ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନାରୁ ଜଣାପଡିଛି । LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ନେଇ…

ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା, ଶୁଭାରମ୍ଭ ହେଲା ‘ହରିତ ଯୋଗ’

ଭୁବନେଶ୍ୱର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଧାରଣ ଯୋଗ ଅଭ୍ୟାସ । ପ୍ରାୟ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ…

ସୁପ୍ରିମକୋର୍ଟଙ୍କ ଆଦେଶକୁ ନାହିଁ ଦିଦିଙ୍କ ଖାତିର୍: କହିଲେ, ‘ଯୋଗ୍ୟ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ବହିଷ୍କୃତ ବଙ୍ଗୀୟ ଶିକ୍ଷକମାନଙ୍କ ସମର୍ଥନରେ ବାହାରିଛନ୍ତି । ସୁପ୍ରିମକୋର୍ଟ ୨୫ ହଜାରରୁ ଅଧିକ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ବାତିଲ କରିବା ପରେ ଆଜି କିଛି ଏପରି କହିଛନ୍ତି ମମତା ଦିଦି ।  …

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ…