Latest Odisha News

BREAKING NEWS

ମୁହଁରେ ବଲ ଲାଗିବାରୁ ଆମ୍ୱୁଲାନ୍ସରେ ଗଲେ ଇମାମ ଉଲ ହକ, କିୱି ଖେଳାଳିଙ୍କ ବୋଲିଂ ବେଳେ ଅନ୍ଧାର ହୋଇଗଲା ଷ୍ଟାଡିୟମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନର ଓପନର ଇମାମ ଉଲ ହକ ଆହତ ହେବା ପରେ ରିଟାୟାର୍ଡ  ହର୍ଟ ହୋଇ ମୈଦାନ ଛାଡ଼ିଛନ୍ତି। ମ୍ୟାଚ ସମୟରେ ଏକ ଡାଇରେକ୍ଟ ଥ୍ରୋ ତାଙ୍କ…

ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ

କଟକ: ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିରଖୁଛୁ ଯେ, ତିନିଦିନିଆ…

ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ଲିଗ୍ ରେ ଓଡିଶାରୁ ୪

ଭୁବନେଶ୍ବର: ଭାରତୀୟ ରଗବିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ର ଲିଗ୍ ଜୁନ୍ ମାସରେ ଭାରତରେ ଆରମ୍ଭ ହେବାକୁ ଯାଉଛି । ଏନେଇ ରଗବି ଇଣ୍ଡିଆ ଏବଂ ଜିଏମଆର ସ୍ପୋର୍ଟସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ୧୫ଦିନ ମଧ୍ୟରେ ଖେଳାଯିବ ୩୪ଟି…

ପୁଣି ଡରାଇଲା କରୋନା, ହସ୍ପିଟାଲରେ ଭର୍ତ୍ତି ହେଲେ ଏକ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଗତ କିଛି ମାସ ଧରି ସାରା ବିଶ୍ୱରେ କରୋନା ସଂକ୍ରମଣର ମାମଲା ଅନେକ ପରିମାଣରେ ସ୍ଥିର ଥିଲା। ଅନେକେ ମନେ କରୁଥିଲେ ଯେ ଏହି ଭାଇରସର ବିପଦ ଏବେ ସମାପ୍ତ ହୋଇଗଲାଣି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ସତର୍କ କରି ଆସୁଥିଲେ ଯେ କରୋନା ଭଳି ଆରଏନଏ ଭାଇରସ ନିଜକୁ ଜୀବିତ…

ChatGPT ତିଆରି କରୁଛି ଫେକ୍ ଆଧାର ଓ ପାନ କାର୍ଡ! 

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରାୟ ସମସ୍ତ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିବା ବେଳେ ଏହାକୁ ନେଇ ନୂତନ ତଥ୍ୟ ଜଣାପଡିଛି। ଯାହାକି ବିପଦର କାରଣ ହୋଇପାରେ। AI ପାଖରେ ଚାଟବଟ୍ ସାହାଯ୍ୟରେ ଟେକ୍ସଟ୍ ଜେନେରେଟ କରିବା ସହ ଫଟୋ ମଧ୍ୟ ଜେନେରେଟ କରିବାର…

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମନୋଜ କୁମାର, ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭେଟେରାନ ଅଭିନେତା ମନୋଜ କୁମାର । ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଭେଟେରାନ ଅଭିନେତା ମନୋଜ କୁମାରଙ୍କ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ମନୋଜ କୁମାରଙ୍କ ପୁଅ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ଶ୍ମଶାନକୁ ଯିବା ପରେ ତାଙ୍କ…

ଗୋଟିଏ ମୋବାଇଲରେ ଲାଗିପାରିବ 3 ସିମ୍ କାର୍ଡ, ଦାମ୍ ମାତ୍ର 1300 ଟଙ୍କା

ବର୍ତ୍ତମାନ ପ୍ରାୟ ସବୁ କମ୍ପାନିର ସ୍ମାର୍ଟଫୋନରେ ଦୁଇଟି ସିମ୍ କାର୍ଡ ବ୍ୟବହାର କରିବା ଫିଚର ରହିଛି। ହେଲେ ଏବେ ବଜାରରେ ଆଉ ଏକ ନୂଆ ଫୋନ ଆସିଛି, ଯେଉଁଥିରେ ଆପଣ ଦୁଇଟି ସିମ ବଦଳରେ ତିନୋଟି ସିମ୍ ମଧ୍ୟ ପକାଇପାରିବେ । ଏହି ଫୋନର ନାଁ ହେଉଛି ଆଇଟେଲ କିଙ୍ଗ ସିଗନାଲ, ଯାହା ଏକାସାଙ୍ଗରେ ୩ଟି…

ରୁକୁଣା ରଥଯାତ୍ରା: ଏତିକି ଟଙ୍କାରେ ନିଲାମ ହେଲା ‘ମରିଚି କୁଣ୍ଡ’ ଜଳ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ନିଲାମ ହୋଇଛି 'ମରିଚି କୁଣ୍ଡ' ଜଳ। ମୁକ୍ତେଶ୍ୱର ମନ୍ଦିରରେ ଥିବା ମାରିଚି 'କୁଣ୍ଡ'ରୁ କଢ଼ାଯାଇଥିବା ପବିତ୍ର ଜଳର ପ୍ରଥମ କଳସ ୨୧,୦୦୦ ଟଙ୍କାରେ ବିକ୍ରି ହୋଇଛି। ରୁକୁଣା ରଥର ଅଭିଷେକ ପରେ ଶ୍ରୀ…

୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି, କାହିଁକି ଖାସ ଏହି ଯାତ୍ରା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି। ସେ…

ଘରୁ ଲୁଟ ବେଳେ ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ

ଯାଜପୁର: ରାତି ଅଧରେ ଘରୁ ଲୁଟ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ଘରେ ଶୋଇଥିବା ବୃଦ୍ଧା ଉଠିଯିବାରୁ ତାଙ୍କୁ ଦୁର୍ବୃତ୍ତମା​‌ନେ ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ। ସୂଚନା ଅନୁସାରେ…