Latest Odisha News

BREAKING NEWS

ନକଲି ସିମ୍‌ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବନ୍ଧିଲା ପୋଲିସ

କେନ୍ଦୁଝର: ନକଲି ସିମ୍‌ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବନ୍ଧିଲା ପୋଲିସ। ଗିରଫ ଦୁଇଜଣ ହେଲେ ପାଟଣା ଥାନା ସାହାରପଡ଼ା ବ୍ଲକର ସାହାରପଡ଼ା ପ୍ରଧାନ ସାହି ଅଞ୍ଚଳର ଧୀରଜ ମହାନ୍ତ ଓ କପୁଣ୍ଡି ଗ୍ରାମର ଲଳିତ କୁମାର ମହାନ୍ତ। ସୂଚନା ଅନୁଯାୟୀ ଧୀରଜଙ୍କର ପାଟଣା ବଜାର ଓ ସାହାରପଡ଼ା ବଜାରରେ…

ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା, ୧୦୦୦ ଟପିଲା

ନୂଆଦିଲ୍ଲୀ: ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା । ଏହାରି ଭିତରେ ହଜାରେ ଟପିଲାଣି ମୃତ୍ୟୁସଂଖ୍ୟା । ମିଆଁମାର ଭୂମିକମ୍ପରେ ଏଯାବତ୍ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ସେହିପରି ଭୂମିକମ୍ପରେ ୨୩୭୬ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ରାତାରାତି ଭାଗ୍ୟ ବଦଳାଇଲା ଅନଲାଇନ୍ ଗେମ୍, ୪୯ ଟଙ୍କାରେ ଲାଗିଲା ୩ କୋଟିର ଜ୍ୟାକପଟ୍

କେନ୍ଦୁଝର: ରାତାରାତି ବଦଳି ଯାଇଛି ଭାଗ୍ୟ। ଦିନ ମଜୁରିଆ ଜୀବନ ଜିଉଁଥିବା ଜଣେ ଯୁବକ ଆଜି ପାଲଟି ଯାଇଛନ୍ତି କୋଟିପତି। ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ତିନି କୋଟି ଟଙ୍କା ସହ ଗୋଟିଏ ମହେନ୍ଦ୍ର ଥର୍‌ ଗାଡି ଜିତିଛନ୍ତି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର…

ଘର ଖଟରେ ଗାଈ, ଷଣ୍ଢ: ଭୟରେ ଆଲମାରି ଭିତରେ ମହିଳା; ଦେଖନ୍ତୁ ଭିଡିଓ

ଫରିଦାବାଦ: ଚଳିତ ସପ୍ତାହରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି। ଫରିଦାବାଦର ଡବୁଆ କଲୋନୀରେ ରାକେଶ ସାହୁଙ୍କ ଘରେ ଗୋଟିଏ ଗାଈ ଓ ଗୋଟିଏ ଷଣ୍ଢ ପଶି ପ୍ରାୟ ଦୁଇ ଘଣ୍ଟା ଧରି ରହିଥିଲେ । ଏଥିରେ ରାକେଶଙ୍କ ସ୍ତ୍ରୀ ଭୟଭୀତ ହୋଇ ଆଲମାରୀ ଭିତରେ ଲୁଚି ରହିଥିଲେ। ଏହି ଅଦ୍ଭୁତ ଘଟଣାର ଏକ…

ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ

ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୋଲିସ । କମ୍ବିଂ ଅପରେସନ ବେଳେ…

ସାଇବର ଠକେଇରେ ୫୦ ଲକ୍ଷ ହରାଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି!

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ସାଇବର ଅପରାଧୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଜଣେ ବୟସ୍କ ଦମ୍ପତି ନିଜ ଜୀବନ ହାରିଛନ୍ତି। ୮୩ ବର୍ଷୀୟ ଦିୟାଙ୍ଗୋ ନଜାରତ ନିଜ ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ, ତାଙ୍କ ସ୍ତ୍ରୀ ୭୯ ବର୍ଷୀୟ ପ୍ଲେୟଭିଆନା ନଜାରତ ବିଷ ପିଇ ପ୍ରାଣ…

ମାଓବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ: ୧୬ ମାଓବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ସୁକୁମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ସକାଳେ ସୁରକ୍ଷାବାହିନୀ ସହ ଘମାଘୋଟ୍ ଗୁଳି ବିନିମୟରେ ଅତି କମରେ ୧୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।…

ଭୂକମ୍ପରେ ଥରହର ମିଆଁମାର, ୬୯୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କାରୀ ଭୂକମ୍ପରେ ଥରହର ମିଆଁମାର । ଗତକାଲି ଘଟିଥିବା ଦୁଇ ଦୁଇଟି ଭୟଙ୍କର ଭୂକମ୍ପରେ ଧରାଶାୟୀ ହୋଇଯାଇଛି ଅଧା ମିଆଁମାର । ଧିରେ ଧିରେ ଭୂମିକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଭୂମିକମ୍ପରେ…

ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଅବସର ଗ୍ରହଣ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ସେ ଅବସର ନେଇଛନ୍ତି ବୋଲି ସୂଚନା ରହିଛି । ସୁଜାତା ୨୦୦୦ ଆଇଏଏସ ବ୍ୟାଚର ଅଧିକାରୀ । କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି। ଏବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା…

ଭିଜିଲାନ୍ସ ଜାଲରେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର । ଭୁବନେଶ୍ବର ଜଳଯୋଗାଣ ଓ ସ୍ବରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କୁ ଧରିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ସାହୁଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚାଲିଛି…