Latest Odisha News

BREAKING NEWS

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଓଡିଆ; ୪୮ତମ ସ୍ଥାନରେ ରିତିକା ରଥ

ଭୁ‌ବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍‌ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ…

7300mAh ବ୍ୟାଟେରୀ ସହ ଲଞ୍ଚ ହେଲା ଭିଭୋର ଏହି ଫୋନ୍; ଜାଣନ୍ତୁ ପ୍ରାଇସ୍

ନୂଆଦିଲ୍ଲୀ: ଭିଭୋ ଭାରତରେ ଏହାର ସବୁଠାରୁ ଶକ୍ତିଶାଳୀ ବ୍ୟାଟେରୀ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ମଙ୍ଗଳବାର ଭାରତୀୟ ବଜାରରେ ଏହାର ନୂଆ ସ୍ମାର୍ଟଫୋନ Vivo T4 5Gକୁ ଲଞ୍ଚ ହୋଇଛି । ଏହି ଭିଭୋ ଫୋନ୍‌ଟି ପୂର୍ବରୁ ଲଞ୍ଚ ହୋଇଥିବା ଭିଭୋ T4xର ଏକ ଅପଗ୍ରେଡେଡ୍ ମଡେଲ୍। ଏହି ଫୋନରେ ଏକ…

ବିହାର ନିର୍ବାଚନ: ମଗଧ ପାଇଁ ମାଷ୍ଟରପ୍ଲାନ୍

ନୂଆଦିଲ୍ଲୀ: ବିହାର ରାଜନୀତିରେ ମଗଧର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । କୁହାଯାଏ, ମଗଧର ଜନତା ଯେଉଁ ଦଳକୁ ଆଶୀର୍ବାଦ ଦେଇଛନ୍ତି, ସେଇ ଦଳ ବିହାରରେ କ୍ଷମତାରେ ବସିଛି । ଆଉ ସେଥିପାଇଁ ଏବେଠୁ ମଗଧ ବିଜୟ ପାଇଁ ମାଷ୍ଟରପ୍ଲାନ୍ ବନାଉଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଆରଜେଡିର ଗଡ଼…

କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ପୁତିନ?

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଶାନ୍ତି ପ୍ରସ୍ତାବ । ୟୁକ୍ରେନକୁ ଦେଲେ ଡିଲର ଅଫର । କାହିଁକି ଏବେ ଯୁଦ୍ଧରୁ ପଛକୁ ହଟିବାକୁ ଚାହୁଁଛନ୍ତି ପୁତିନ? ଲଗାତର ଯୁଦ୍ଧ, ଆଭ୍ୟନ୍ତରୀଣ ଅସନ୍ତୋଷ ନା ଟ୍ରମ୍ପଙ୍କ ଚାପ? ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟକୁ ଛାଡିଦେଲେ ପ୍ରଥମ ଥର ପାଇଁ…

ପୁଣି ପଦାରେ ପଡିଲା ବିଜେଡି କଳି

ଭୁବନେଶ୍ବର: ଦିନ କେଇଟା ପରେ ପୁଣି ପଦାରେ ପଡିଲା ବିଜେଡି କଳି । ଦଳର ରାଜ୍ୟ ପରିଷଦରେ କର୍ପୋରେଟର ଅମରେଶ ଜେନାଙ୍କୁ ସାମିଲ ନକରାଯିବା ଚର୍ଚ୍ଚାକୁ ନେଇ ସୋମବାର ରାତିରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ସମର୍ଥକ ଘେରିଥିଲେ । ଏହାପରେ ବିସ୍ଫୋରକ ବୟାନ ଦେଇଛନ୍ତି ଅମରେଶ…

ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ଶକ୍ତି ଦୁବେ

ଭୁବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା।…

ରାବଣର ଅନ୍ତିମ ସଂସ୍କାର କରିବାକୁ କାହିଁକି ମନା କରିଥିଲେ ବିଭୀଷଣ? କାହିଁକି ମୃତ୍ୟୁ ବେଳେ ତିନି ଥର ରାମଙ୍କ ନାଁ…

ଭୁବନେଶ୍ୱର: ରାମ ଓ ରାବଣ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା। ଅନ୍ତିମରେ, ଯୁଦ୍ଧର ଦଶମ ଦିନରେ ରାମ ରାବଣର ନାଭିରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ଫଳରେ ରାବଣ ମାଟିରେ ପଡ଼ିଯାଇଥିଲା। ତା’ର ପ୍ରାଣ ତ୍ୟାଗ କରିବାରେ କିଛି ସମୟ ଲାଗିଥିଲା। ମୃତ୍ୟୁ ସମୟରେ ସେ ତିନିଥର ରାମଙ୍କ ନାମ ଉଚ୍ଚାରଣ…

୨୪ରେ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ଚଳିତ ମାସ ୨୪ ତାରିଖରେ ବଣ୍ଟନ ହେବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ନୂଆ ରାସନ କାର୍ଡ। ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର। ପୁରୀରେ ନୂଆ କାର୍ଡ ବାଣ୍ଟିବେ…

ଖୁବଶୀଘ୍ର ଗ୍ରୀଷ୍ମ ପରିସ୍ଥିତି ପାଇଁ ହେବ ସମୀକ୍ଷା, ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି। ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି କହିଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ସକାଳୁଆ…

ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ବୈଶାଖ କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ…