Latest Odisha News

BREAKING NEWS

ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍‌

ବାଲେଶ୍ଵର: ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍‌ । ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ ବାଲେଶ୍ବର ଓପିଆଇଡି କୋର୍ଟ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ୍‌ ମାତ୍ର ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ସଭାପତି…

Jio ପାଇଁ କାଳ ହେବ କି ଷ୍ଟାର ଲିଙ୍କ ?

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି ଇଣ୍ଟରନେଟ ସ୍ପିଡ। ଏହାକୁ ଆହୁରି ଉନ୍ନତ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏଲନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀର ଷ୍ଟାର ଲିଙ୍କ ଭାରତରେ ନିଜର ସେବା ଦେବାକୁ ପ୍ରସ୍ତୁତି କରୁଛି। ଏହା Jio ଠାରୁ ୮୦-୯୦ ଗୁଣ ଅଧିକ ଇଣ୍ଟରନେଟ ସ୍ପୀଡ଼ ଦେବା ନେଇ ଦାବି…

ମୁଁ ୫୦ ବର୍ଷରେ ବିବାହ କଲି, ଆମିର କାହିଁକି ନୁହେଁ: ବିକ୍ରମ ଭଟ୍ଟ

ମୁମ୍ବାଇ: ଆମିର ଖାନଙ୍କ ବୟସ ୬୦ ବର୍ଷ। ଦୁଇ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା ଆମିର ତିନୋଟି ସନ୍ତାନର ପିତା। ବୟସର ଅପରାହ୍ନରେ ସେ ଏବେ ଗୌରୀ ସ୍ପ୍ରେଟଙ୍କୁ ଡେଟ୍ କରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସେ ସମସ୍ତଙ୍କୁ ତାଙ୍କ ପ୍ରେମିକାଙ୍କ ସହ ପରିଚିତ କରାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର…

ରାଜ୍ୟରେ ବଢୁଛି ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ମାଗଣା ବିଜୁଳିକୁ ନେଇ ବଡ଼ ସୂଚନା ଦେଲେ ରାଜ୍ୟ ସରକାର । ଯୋଜନାକୁ ନେଇ ବିଧାନସଭାରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଲୋକଙ୍କ ଆଗ୍ରହ ବଢୁଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ…

ଆଜିଠୁ ତୋଷାଳୀ ମେଳା, ଉଠିବ ପଡିବ ଜନତା ମଇଦାନ

ଭୁବନେଶ୍ଵର: ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ମେଳା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ଣ…

ସୁନୀତାଙ୍କ ଫେରିବା ବେଳେ ଉପୁଜିଥିଲା ବିପଦ, ୭ ମିନିଟ୍ ବ୍ଲାକଆଉଟ ଥିଲା କମ୍ୟୁନିକେସନ

ନୂଆଦିଲ୍ଲୀ: ମହାକାଶକୁ ୮ ଦିନ ପାଇଁ ଯାଇଥିଲେ, ହେଲେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ତଟରେ କ୍ରୁ-୯ ମିଶନର ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍। ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ବୁଧବାର ଚୈତ୍ର କୃଷ୍ଣ ପଞ୍ଚମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସଂଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ…

ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା, ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର

କଟକ: ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା । ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର । ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଲେ ହାଇକୋର୍ଟ । ଫେବ୍ରୁଆରୀ ୧୭ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜୀରକଣ ପାଇଁ ହୋଇଥିଲା ବିଜ୍ଞପ୍ତି । ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିଛି…

କୋର୍ଟରେ ହାଜର ହେଲେ ରାଜା ଚକ୍ର, ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ବାଲେଶ୍ଵର: ବୁଧବାର ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି କ୍ରାଇମବ୍ରାଞ୍ଚ । ମଙ୍ଗଳବାର କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଧିକ…

ପଟେ ପାଇଁ ନାଟ: ୨୦୦ ଟଙ୍କାରେ ନାତିକୁ ବିକିଦେଲେ ଜେଜେ ମା’

ବାରିପଦା: ଦାଉ ସଧିଲା ଭୋକ । ପେଟ ପାଇଁ ନାତିକୁ ବିକିଦେଲା ଜେଜେ ମା’ । ନିଜେ ତ ଖାଇବାକୁ ପାଉନି । ପେଟ ପାଇଁ ବାର ଦୁଆର ବୁଲୁଛି । କଅଁଳା ପିଲାଟିକୁ କଣ ବା ଖାଇବାକୁ ଦେଇଥାନ୍ତା । ସେଥିପାଇଁ ଛାତିରେ ପଥର ରଖି ମାତ୍ର କେଇଟା ଟଙ୍କାରେ ଏଭଳି କାଣ୍ଡ ଘଟାଇଛି ଜେଜେ ମା’ । ସେ ବି କୋଉ ଅଧିକ…