Latest Odisha News

BREAKING NEWS

‘ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇ ବିଶ୍ୱର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ରହିବ’

ଭୁବନେଶ୍ବର: ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ନିରାପଦ ତଥା ଗୁଣାତ୍ମକ ସେବା ଯୋଗାଇ ଭାରତୀୟ ରେଳ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରୁଛି । ଆମ ଦେଶରେ ରେଳ ଭଡା ନିକଟ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ତୁଳନାରେ କମ୍ ଥିବାବେଳେ ପଶ୍ଚିମ ଦେଶରେ ରେଳ ଭଡା ଭାରତ ତୁଳନାରେ…

ଫସିଲା ପାକିସ୍ତାନ, ଧ୍ୱଂସ ହେବା ଥୟ !ପୁଣି ହେଲା ଆକ୍ରମଣ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ନେଇ ଟେନ୍‌ସନରେ ପାକିସ୍ତାନ । ସପ୍ତାହେ ଭିତରେ ପାକିସ୍ତାନରେ ହୋଇଛି ଦୁଇ ଦୁଇଟି ବଡ଼ ଆକ୍ରମଣ । ପ୍ରଥମେ ଟ୍ରେନ୍ ହାଇଜାକ୍‌, ପରେ ସେନା ବସ୍‌ରେ ବିସ୍ଫୋରଣ । ଆତଙ୍କବାଦୀମାନେ ପାକିସ୍ତାନ ସେନା ଓ ସରିଫ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ପୁଲୱାମା…

ବିଜେପିର ତୁଷ୍ଟିକରଣ ରାଜନୀତିର ପାଲଟା ଜବାବ ଦେଲେ ମମତା, କହିଲେ…

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହୁଗଳିର ଫୁରଫୁରା ସରିଫରେ ଆୟୋଜିତ ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ, ସେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତୁଷ୍ଟିକରଣ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ବିଜେପିର ଅଭିଯୋଗର ପ୍ରତିଆକ୍ରମଣ କରିଥିଲେ । ସେ…

ପୁରୀ ଭ୍ରମଣର ଫଟୋ ଶେୟାର କଲେ ଅଭିନେତ୍ରୀ ଭାଗ୍ୟଶ୍ରୀ

ପୁରୀ: 'ମୈନେ ପ୍ୟାର କିୟା' ଅଭିନେତ୍ରୀ ଭାଗ୍ୟଶ୍ରୀ ନିକଟରେ ପୁରୀ ଗସ୍ତରେ ଆସିଥିବା ବେଳେ ଏବେ ଫଟୋ ସେୟାର କରିଛନ୍ତି। କମଳା ରଙ୍ଗର ପୋଷାକ ପରିଧାନ କରିଥିବା ବେଳେ ସେ ସିଂହଦ୍ୱାର ସମ୍ମୁଖରେ ପୋଜ୍ ଦେଇଥିଲେ। ଏପରିକି ଗରୁଡ଼ ସ୍ତମ୍ଭରେ ଦୀପ ଜାଳୁଥିବାର ଦେଖାଯାଇଛି। ଏହି ଅବସରରେ…

ଅଢ଼େଇ ମାସ ମଧ୍ୟରେ ସବୁ କିଛି ବଦଳିଗଲା କହିଲେ ଏହି ଷ୍ଟାର ଅଲରାଉଣ୍ଡର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ପୂର୍ବରୁ ଭାବପ୍ରବଣ ହୋଇଛନ୍ତି । ସେ କହିଛନ୍ତି ଅଢ଼େଇ ମାସ…

୨୦୨୪ ନିର୍ବାଚନରେ ଗାଡ଼ି, ଟେଣ୍ଟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ

ଭୁବନେଶ୍ୱର: ୨୦୨୪ ଓଡ଼ିଶା ନିର୍ବାଚନରେ ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ନେଇ ସୋମବାର…

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବିର ୮୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୨୯ ବର୍ଷର ଅପେକ୍ଷା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପିସିବିକୁ ମହଙ୍ଗା ପଡିଛି। ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏହି ଚାମ୍ପିଅନ୍ସ ଟ୍ରଫି ଜରିଆରେ ପାକିସ୍ତାନ କୋଟି…

ଚୀନର ‘ମାନସ୍’; ଲୋକଙ୍କ ଚାକିରି ନେବ କି ଏହି ଏଆଇ? 

ବେଜିଂ: ଡିପସିିକ ପରେ ଚୀନ୍ ଆଉ ଏକ ଏଆଇ ମଡେଲ୍ ମାନସ୍ ପ୍ରସ୍ତୁତ କରିଛି। ଯାହାକି ୱେବସାଇଟ୍ ତିଆରି କରିବା ଠାରୁ ଆରମ୍ଭ କରି ଆନିମେସନ୍ ମଧ୍ଯ କରିପାରିବ। ତେବେ ଏହାକୁ ତିଆରି କରିଥିବା ବଟରଫ୍ଲାଏ ଇଫେକ୍ଟ କମ୍ପାନୀ ଏହା ବିଶ୍ୱର ପ୍ରଥମ ସାଧାରଣ ଏଆଇ ଏଜେଣ୍ଟ ହୋଇଥିବା କଥା ଦାବି କରୁଛି।…

୧୯ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ; ରାଜ୍ୟରେ ୧୭ରୁ ଅଧିକ ନିଯୁକ୍ତି ସୁଯୋଗ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ପରେ, ୧୩୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୬,୧୧୭ କୋଟିର ଗୁରୁତ୍ୱପୂର୍ଣ୍ଣ ନିବେଶ ହୋଇଛି, ଯାହା ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼…

କୋଲକାତାରେ ଜଣେ ମହିଳା HCov ସଂକ୍ରମିତ

କୋଲକାତା: କୋଲକାତାର ଗାରିଆ ଅଞ୍ଚଳର ଜଣେ ୪୬ ବର୍ଷୀୟା ମହିଳା ହ୍ୟୁମାନ୍ କରୋନାଭାଇରସ୍ (HCoV-HKU1)ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ଗତ ୧୫ ଦିନ ଧରି ଜ୍ୱର, କାଶ ଏବଂ ଥଣ୍ଡାରେ ପୀଡିତ ଥିଲେ। ଯାହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…