‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ
ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।
ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ…