Latest Odisha News

BREAKING NEWS

Anla Nabami: ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ

ପୁରୀ: ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ମନ୍ଦିରରେ ଚଳିତ ମାସ ୩୧ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ। ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି। ଗତକାଲି ଅପରାହ୍ନରେ ପଞ୍ଚସଖା ସ୍ମୃତି ଭବନ ଠାରେ ଅନୁଷ୍ଠିତ ଦ୍ବିତୀୟ…

Vigilance Raid: ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ, ୪୦ ହଜାର ଟଙ୍କା ନେଉଥିଲା ଲାଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କୋରାପୁଟ ବି. ସିଂହପୁର ଥାନା ଏଏସଆଇ ନରସିଂହ ଦୋରା । ଲାଞ୍ଚ ନେବା ମାମଲାରେ…

ଖରିଆର ରୋଡ୍ ଏନଏସିରେ ବିଜେଡିର ପ୍ରତିବଦ୍ଧତା ଦୋହରାଇଲେ ସ୍ନେହାଙ୍ଗିନୀ:’ନୂଆପଡ଼ାର ଉନ୍ନତି ମୋର ଏକମାତ୍ର…

ଭୁବନେଶ୍ୱର: ନୂଆପଡ଼ାର ବିକାଶ ସଂକଳ୍ପ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳୁଛି ଅଭୂତପୂର୍ବ ସମର୍ଥନ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଧାରାକୁ ଖରିଆର ରୋଡ୍ବାସୀ ଦେଉଛନ୍ତି ସ୍ୱୀକୃତି । ମଙ୍ଗଳବାର ସକାଳେ ଖରିଆର ରୋଡ୍ ଏନଏସି ଠାରେ ଆୟୋଜିତ…

Brown Sugar: ପ୍ରାୟ ୩୧୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ ସହ ୭ ଗିରଫ

ଖୋର୍ଦ୍ଧା: ବୋଲଗଡ଼ ପୋଲିସକୁ ବଡ଼ ସଫଳତା । ବ୍ରାଉନସୁଗାର କାରବାର ଉପରେ ଶକ୍ତ ପ୍ରହାର। ଦଲେଇସାହି ମାଣିକାଗଡ଼ା ଗ୍ରାମରେ ଏକ ଘରୁ ଚଢାଉ କରି ୩୧୪ ଗ୍ରାମ ବ୍ରାଉନସୁଗର ଜବତ କରିଛନ୍ତି। ଏଥି ସହିତ ନଗଦ ୪ ଲକ୍ଷ ଟଙ୍କା, ୫ ଗୋଟି ଗାଡ଼ି ଏବଂ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି। ଜବତ…

ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଚିବେ ଇତିହାସ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିବା ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ୮ ଜୁନ୍ ୨୦୦୬ ମସିହାରେ ଏବଂ ପ୍ରତିଭା ପାଟିଲ ୨୫…

Cyclone ‘Montha’ Landfall: ଆରମ୍ଭ ହେଲା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପବନ ଓ ଭୟଙ୍କର ବର୍ଷା ତାଣ୍ଡବରେ…

ଭୁବନେଶ୍ୱର: ଆରମ୍ଭ ହେଲା ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଇଏମଡି ପକ୍ଷରୁ ମିଳିଛି ବଡ଼ ସୂଚନା। ଆସନ୍ତା ୪ ଘଣ୍ଟା ଧରି ଜାରି ରହିବ ଏହି ପ୍ରକ୍ରିୟା। କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ରହିଛି ୯୦ରୁ ୧୦୦…

ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅକ୍ଟୋବର ୨୯ ଦିନ ବନ୍ଦ ରହିବ। ଏନେଇ ମଙ୍ଗଳବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ଥିବାରୁ…

ରଣଜୀ ଟ୍ରଫି: ଓଡିଶ-ୟୁପି ମ୍ୟାଚ ଡ୍ର

କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର…

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି…

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ। ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ…