Latest Odisha News

BREAKING NEWS

ଆପଣଙ୍କ ଘର ପାର୍ଟିରେ ବି ନାଚିପାରିବେ ନୋରା ଫତେ, ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ କେବେ ଭାବିଛନ୍ତି ଯେ ଆପଣଙ୍କ ଘରୋଇ ପାର୍ଟିରେ ବଲିଉଡର ଡାନ୍ସ କ୍ୱିନ୍ ନୋରା ଫତେ ଷ୍ଟେଜରେ ପର୍ଫର୍ମାନ୍ସ ଦେଉଛନ୍ତି, ତେବେ ଏହା ସ୍ୱପ୍ନ ନୁହେଁ, ବରଂ ବାସ୍ତବତା ହୋଇପାରେ। ଯଦିଓ, ଏହା ପାଇଁ ଆପଣଙ୍କ ଟିକେ ପକେଟ ଖାଲି ହୋଇପାରେ, କାରଣ ନୋରା ଫତେଙ୍କ ଫିସ ସାଧାରଣ…

ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ; ଇସ୍କନ ପୁଣି କରିଲା ଅଦିନିଆ ରଥଯାତ୍ରା

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଉତ୍ତରାଖଣ୍ଡର ରିଷିକେଷରେ ଇସ୍କନ ଆୟୋଜନ କରିଛି ରଥଯାତ୍ରା । ଗତ ୭ ତାରିଖ ସକାଳେ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଷରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଷ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର…

କୁମିନ୍ସଙ୍କ ବୟାନ ପରେ ଜୋର ଧରିଲା ବିରାଟ, ରୋହିତଙ୍କ ଅବସର ଆଲୋଚନା

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଶେଷ ପର୍ଯ୍ୟାୟରେ । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ଟିମ ଇଣ୍ଡିଆ ଏବେ ଦିିନିକିଆ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଓ ବିରାଟଙ୍କ ଏହା…

ଅକ୍ଟୋବର ୧୮ରୁ ଶିମିଳିପାଳ ବୁଲିପାରିବେ ପର୍ଯ୍ୟଟକ 

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବାକୁ ଯାଉଛି। ମୌସୁମୀ ବିଦାୟ ତଥା ପର୍ଯ୍ୟଟନ ଋତୁକୁ ନଜରରେ ରଖି ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା…

ସ୍ନେହାଙ୍ଗିନି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ନୂଆପଡା ଉପନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ନୂଆପଡାରେ ସ୍ନେହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ସନ୍ଧ୍ୟାରେ ବିଦ୍ଧିବଦ୍ଧଭାବେ ସ୍ନେହାଙ୍ଗିନିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଥମେ କଂଗ୍ରେସ ଏହା ପରେ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଯିବା ସଞ୍ଜୁ ନିଶ୍ଚତ, କଥା ଅଟକିଛି ଏହିଠାରେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ କେଉଁ ଟିମ ପକ୍ଷରୁ ଖେଳିବେ ତାହା ବେଶ ଚର୍ଚ୍ଚାର କାରଣ ସାଜିଛି । ବିଭିନ୍ନ ରିପୋର୍ଟ ଅନୁସାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସକୁ ସ୍ପଷ୍ଟ ଭାବେ କହିିଛନ୍ତି ସେ ଆଗାମୀ ସିଜନରେ ତାଙ୍କ ପକ୍ଷରୁ ଖେଳିବେ ନାହିଁ । ମୋତେ ଟ୍ରେଡ କରାଯାଉ ଅନ୍ୟଥା…

Mass maoist surrender: ୫୦ ଲକ୍ଷ ପୁରସ୍କାର ରାଶି ଥିବା ୨୭ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ: ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ମୋଟ ୨୭ ଜଣ ସକ୍ରିୟ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୦ ଜଣ ମହିଳା ଏବଂ ୧୭ ଜଣ…

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ସଂସ୍କୃତିର ପ୍ରୋତ୍ସାହନ ପାଇଁ ‘ସଂବାଦ’ କାର୍ଯ୍ୟକ୍ରମ

କଳିଙ୍ଗନଗର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୧୨ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ “ସଂବାଦ– କଳିଙ୍ଗନଗର ସଂସ୍କରଣ” ଆୟୋଜିତ ହୋଇଯାଇଛି। ଏଥିରେ କଳିଙ୍ଗ ନଗର, ସୁକିନ୍ଦା ଏବଂ ବ୍ରାହ୍ମଣୀପାଳର ଆଦିବାସୀ ଲୋକମାନେ ଏକତ୍ରିତ ହୋଇ ନିଜର ସଂସ୍କୃତି, ପରମ୍ପରା, ଚାଲିଚଳଣି ଏବଂ ମତର ଆଦାନପ୍ରଦାନ…

୧୦ ଟେଷ୍ଟ ଜିତିବା ପରେ ହାରିଲା ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଲାହୋର ଟେଷ୍ଟରେ ପାକିସ୍ତାନ ୯୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ବିଶ୍ୱ ଚାମ୍ପିୟନ ଦକ୍ଷିଣ ଆଫ୍ରିକା କ୍ରମାଗତ ୧୦ଟି ମ୍ୟାଚର ବିଜୟ ପରେ ପରାଜୟବରଣ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ର ଅଗ୍ରଣୀ ହାସଲ କରିଛି । ଗଦ୍ଦାଫି ଷ୍ଟାଡିୟମରେ…

ଏ କେମିତିଆ ପୁଅ ? ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି…

କଳାହାଣ୍ଡି:ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡ୍‌ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅର ଏହେଉଛି କାରନାମା । ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା…