ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ସନ୍ଦିଗ୍ଧ ପାର୍ସଲ, ଭୟଭୀତ ଯାତ୍ରୀ
ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଏକ ବଗି ଭିତରେ ବୁଧବାର ଦିନ ସନ୍ଦିଗ୍ଧ ପାର୍ସଲ ମିଳିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା।
ସୂଚନା ଅନୁସାରେ, ଟ୍ରେନଟି ଝାଡ଼ଖଣ୍ଡ ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। B1 କୋଚର ଯାତ୍ରୀମାନେ ସନ୍ଦିଗ୍ଧ…