ଚୀନକୁ ପଛରେ ପକାଇଲା ଆନ୍ଧ୍ର: ବିଶାଖାପଟନମରେ ଖୋଲିଲା ସବୁଠାରୁ ଲମ୍ବା ‘ଗ୍ଲାସ୍ ସ୍କାଏୱାକ୍’
ଅମରାବତୀ: ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର ବିଶାଖାପଟନମର ସୁନ୍ଦର ପାହାଡ଼ଗୁଡ଼ିକ ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ଏଥର ଭାଇଜାଗ୍ ସହର ଏପରି କିଛି ରେକର୍ଡ ସୃଷ୍ଟି କରିଛି ଯାହା ଜାତୀୟ ଆଲୋଚନାର କାରଣ ପାଲଟିଛି। କୈଳାଶଗିରି ପାହାଡ଼ ଉପରେ ନିର୍ମିତ ଏହି 'ଗ୍ଲାସ…