Water Crisis: ଘୋର ଜଳ ସଙ୍କଟ, ବୁନ୍ଦାଏ ପାଣି ପାଇଁ ଡ଼ହଳ ବିକଳ ହେଉଛି ଇରାନ…
ନୂଆଦିଲ୍ଲୀ: ଶୁଖିଗଲାଣି ସବୁ ନଦୀବନ୍ଧ, ପାଣି ପାଇଁ ଡ଼ହଳ ବିକଳ ହୋଇ ବର୍ଷାର ଅପେକ୍ଷାରେ ଆକାଶକୁ ଚାହିଁ ରହିଛନ୍ତି ଲୋକେ । ଏପରି ଏକ ଦେଶ ଯାହା ବର୍ତ୍ତମାନ ଜଳ ସଙ୍କଟରେ ଫସି ରହିଛି । ଏହି ଦେଶ ହେଉଛି ଇରାନ। ଇରାନରେ ଜଳକଷ୍ଟ ଏତେ ମାତ୍ରାରେ ପହଞ୍ଚିଛି ଯେ ରାଷ୍ଟ୍ରପତି ମଧ୍ୟ…