Latest Odisha News

BREAKING NEWS

ଏହି ଦେଶରେ ପୁଣିଠୁ ବି ଶସ୍ତାରେ ମିଳୁଛି ପେଟ୍ରୋଲ ! ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଯେତେବେଳେ ଆମେ କେଉଁଠାରେ ବୁଲିବାକୁ ଯାଉ, ଯାତ୍ରା ସମୟରେ ଅନେକ ଥର ଆମେ ପାଣି ବୋତଲ କିଣି ନେଉ। ଏହି ପାଣି ବୋତଲର ଦାମ୍‌ ପ୍ରାୟ ୨୦ ଟଙ୍କା ହୋଇଥାଏ, ଯାହା ବହୁତ କମ୍‌। ଏବେ ଯଦି ଆମେ କହିବୁ ଯେ ଦୁନିଆର କିଛି ଦେଶରେ କ୍ରୁଡ୍‌ ଅଏଲ୍‌ ପାଣିଠୁ ମଧ୍ୟ ଶସ୍ତାରେ ମିଳୁଛି, ତେବେ…

କଫ ସିରପ ପିଇ ୧୧ ଶିଶୁ ମୃତ, ତଦନ୍ତ ଆରମ୍ଭ

ଜୟପୁର: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମଧ୍ୟପ୍ରଦେଶର ଛିନ୍ଦୱାଡାରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି। କଫ ସିରପ ଖାଇବା ପରେ କିଡନୀ ଫେଲ ହେବା ଯୋଗୁଁ ଗତ ୨୦ ଦିନରେ ଛିନ୍ଦୱାଡା ଜିଲ୍ଲାରେ ନଅ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।…

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…

ଭାରତର ଏହି ସ୍ଥାନରେ ପ୍ରଥମ ଥର ପାଇଁ H125 ହେଲିକପ୍ଟର ସ୍ଥାପିତ ହେବ

ବେଙ୍ଗାଲୁରୁ: ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ନିର୍ମାଣ ହେବ ହେଲିକପ୍ଟର ଏୟାରବେସ୍ । ଟାଟା ଆଡଭାନ୍ସ ଲିମିଟେଡ୍ କର୍ଣ୍ଣାଟକର ଭେମଗଲରେ ଏୟାରବେସ୍ ସହ ସହଭାଗିତା H125 ହେଲିକପ୍ଟର ତିଆରି କରିବା ପାଇଁ ଫାଇନାଲ୍ ଆସେମ୍ବଲି ଲାଇନ ସ୍ଥାପିତ ହେବ । ଏହି ପରିଯୋଜନା କେବଳ ଭାରତର ସିଭିଲ୍ ଏବିଏସନ…

ରାସ୍ତାକଡ଼ରେ ଟ୍ରକ୍ ରଖିଲେ, ଦିବ୍ୟାଙ୍ଗ ମହିଳାଙ୍କୁ ଟେକିନେଲେ…

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଚରମ୍ପାରୁ ଜଣେ ଟ୍ରକ୍ ଡ୍ରାଇଭର ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଗୁରୁବାର ରାତିରେ ଘଟିଥିବା ବେଳେ ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ମହିଳା ଜଣକ ଚରମ୍ପା ସ୍କୋୟାର ନିକଟରେ…

ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣା; ସୂଚନା ଦେଲେ ୫୦ ହଜାର…

ଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲରୁ କାନ୍ଥ ଡେଇଁ ଖସି ପଳାଇଥିବା ଦୁଇ ବିଚାରାଧୀନ କଏଦୀଙ୍କ ବିଷୟରେ ସୂଚନା ଦେଲେ ମିଳିବ ସହାୟତା ରାଶି। ଏନେଇ ଶୁକ୍ରବାର ଓଡ଼ିଶା ପୋଲିସ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀ ଏବଂ କଏଦୀମାନେ ଦଶହରା…

ଦର୍ଶକଙ୍କ ମନ ଜିତୁଛି ‘ଚ୍ୟାଲେଞ୍ଜ’; ସପ୍ତାହରେ କଲାଣି ଏତିକି ରୋଜଗାର…

ଭୁବନେଶ୍ବର: ଦର୍ଶକଙ୍କ ମନ କିଣୁଛି ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ 'ଚ୍ୟାଲେଞ୍ଜ' । ଗତ ୨୬ ତାରିଖ ଦିନ ରିଲିଜ ହୋଇଥିଲା ଫିଲ୍ମଟି । ତେବେ ସପ୍ତାହକ ଭିତରେ ଏକ କୋଟି ପାଖାପାଖି ଆୟ କଲାଣି ଫିଲ୍ମ 'ଚ୍ୟାଲେଞ୍ଜ' । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟରେ ନିର୍ମିତ ଏହି ଫିଲ୍ମଟି ଭାଇର…

Zubeen Garg’s Death: ଜୁବୀନ୍ ଗର୍ଗ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଗୌହାଟି: ଲୋକପ୍ରିୟ ଗାୟକ ଜୁବୀନ୍‌ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କଲା ପୋଲିସ। ଜୁବୀନ୍‌ଙ୍କ ବ୍ୟାଣ୍ଡ୍‌ର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭାଙ୍କୁ ଗିରଫ କରିଛି ଆସାମ ପୋଲିସ। ପୂର୍ବରୁ ଜୁବୀନ୍‌ଙ୍କ ମ୍ୟାନେଜର ଓ ୟାର୍ଟ ପାର୍ଟିର ଆୟୋଜକ ହୋଇଥିଲେ ଗିରଫ। ତେବେ…

Weather Update: ଗଭୀର ସମୁଦ୍ର ମଝିରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା, ଓଡିଶା ଉପରେ ଅଛି କି ବିପଦ ?

ଭୁବନେଶ୍ୱର: ଆରବ ସାଗରର ଗଭୀର ସମୁଦ୍ର ମଝିରେ ସୃଷ୍ଟି ହୋଇଛି ବାତ୍ୟା। ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ତେବେ ପାଣିପାଗ ବିଭାଗ ଅନୁସାରେ ଦ୍ରୁତ ଗତିରେ ଭାରତୀୟ…

Operation Sindoor: ପାକିସ୍ତାନର ୧୫ ଜେଟ୍ ଖସାଇବାର ଦାବି, ‘ଏକ ମନୋରମ କାହାଣୀ’, କହିଲେ ଆଇଏଏଫ୍…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଅମର ପ୍ରୀତ ସିଂହ କହିଛନ୍ତି ଯେ ଅପରେସନ ସିନ୍ଦୂର ପରେ ବାୟୁ ଶକ୍ତିର ପ୍ରାସଙ୍ଗିକତା ଆହୁରି ବୃଦ୍ଧି ପାଇଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ ସେମାନେ ମିଳିତ ଭାବରେ ଭାରତର ନିଜସ୍ୱ ଲୁହା ଗମ୍ବୁଜ ପ୍ରଣାଳୀ, ସୁଦର୍ଶନ ଚକ୍ର ଉପରେ କାମ…