H-1B ବନ୍ଦ କଲେ ଆମେରିକା ପାଇଁ ବହୁତ କ୍ଷତି: ମସ୍କ
ନୂଆଦିଲ୍ଲୀ: ଟେସଲାର ସିଇଓ ଏଲୋନ ମସ୍କ ଆମେରିକାରେ ଭାରତୀୟ ପ୍ରତିଭାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସେଠାରେ ପ୍ରବାସୀ କୁଶଳୀ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି। ରବିବାର ୟୁଟ୍ୟୁବରେ ପ୍ରକାଶିତ…