Human Washing Machine: ମଣିଷ ଶରୀରକୁ ଚୁଟକିରେ ସଫା କରୁଛି ଏହି ମେସିନ…
ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲେଜି ବାହାରିଲାଣି ଯାହା ପ୍ରତିଟି କାମକୁ ସହଜରେ କରିଦେଉଛି । ଏପରି ଅନେକ ମେସିନ ଯାହା କଷ୍ଟ କାମକୁ ଅଳ୍ପ ସମୟ ଭିତରେ ବିନା ପରିଶ୍ରମରେ କରିଥାଏ । ଏହାରି ଭିତରେ ଅନେକ ଲୋକ ଅଛନ୍ତି ଯେଉଠମାନଙ୍କୁ ଗାଧୋଇବାକୁ ବହୁତ ଅଳସୁଆ ଲାଗେ । ଆଉ…