ଶାହାରୁଖ ବିଶ୍ୱର ସବୁଠାରୁ ଧନୀ ଅଭିନେତା
ମୁମ୍ବାଇ: ବଲିଉଡ କିଙ୍ଗ ଶାହାରୁଖ ଖାଁ ଏବେ ସବୁଠାରୁ ଧନୀ ଅଭିନେତା ସାଜିଛନ୍ତି । ୩୩ ବର୍ଷ ହେବ ସେ ବଲିଉଡର ଏକପ୍ରକାର ରାଜୁତି ଜାରୀ ରଖିଛନ୍ତି । ଅକ୍ଟୋବର ୧ରେ ହୁରୁନ ରିଚ ଲିଷ୍ଟ ଜାରୀ କରାଇଯାଇଥିଲା । ଏଥିରେ କିଙ୍ଗ ଖାଁଙ୍କ ନେଟୱର୍ଥ ୧.୪ ବିଲିୟନ ଡଲାର ଦର୍ଶାଯାଇଛି । ଯାହା ଭାରତୀୟ…