କାର ଚଲାଉଥିବା ସମୟରେ ଶୋଇଯାଇଥିଲେ, iPhoneର ଏହି ଫିଚର୍ ବଞ୍ଚାଇଦେଲା ଜୀବନ
ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା' ଆପୁଲ୍ ୱାଚ୍'ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍'ର କ୍ରାଶ…