US Tariff on India: ଟ୍ରମ୍ପଙ୍କ ଟାରିଫ୍ ମାଡ, ବିପଦରେ ଲକ୍ଷ ଲକ୍ଷ ଚାକିରି!
ନୂଆଦିଲ୍ଲୀ: ଭାରତ ଉପରେ ୫୦% ଟାରିଫ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ବୁଧବାର ଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବି ସିଧା ସିଧା କହିଦେଇଛି ଯେ ଦେଶର ୧୪୦ କୋଟି ଲୋକଙ୍କ ଆର୍ଥିକ ସ୍ୱାର୍ଥ ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ । ଯାହା ଏବେ ଦେଶର…