ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ‘ସ୍କୁଲ ଅଫ ମେରିଟାଇମ୍ ଷ୍ଟଡିଜ୍’ ଉଦଘାଟିତ
ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ନିଜର ଦକ୍ଷତା ଓ ନବୀନତା ଯାତ୍ରାରେ ଆଉ ଗୋଟିଏ ପାଦ ଆଗେଇ ଜଟଣି କ୍ୟାମ୍ପସରେ ସ୍କୁଲ ଅଫ ମେରିଟାଇମ୍ ଷ୍ଟଡିଜର ସ୍ଥାପନ କରିଛି।
ଜୟନ୍ତ ଚୌଧୁରୀ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ (ସ୍ୱତନ୍ତ୍ର ପ୍ରଭାରୀ) ଏବଂ ଶିକ୍ଷା…