Latest Odisha News

BREAKING NEWS

ଅଧିନାୟକ ଭାବେ ରୋହିତ, ଧୋନୀଙ୍କ ମଧ୍ୟରେ କିଏ ଶ୍ରେଷ୍ଠ: ପରିସଂଖ୍ୟନ କରିଦେବ ଚକିତ

ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ହାତରୁ ଅଧିନାୟକ ପଦ ହାତଛଡା ହୋଇଛି । ଭାରତୀୟ କ୍ରିକେଟର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ତୁଳନାତ୍ମକ…

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ରବିବାର…

କେଏସସିଏ ଦ୍ୱାରା ସମ୍ମାନୀତ ହେଲେ ରାହୁଲ ଡ୍ରାଭିଡଙ୍କ ପୁଅ

ବେଙ୍ଗାଲୁର: ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କୁ କିଏ ବା ନ ଜାଣେ । ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ଏହି ପରମ୍ପରାକୁ ତାଙ୍କ ପୁଅ ଅନବୟ ଡ୍ରାଭିଡ ଆଗକୁ ନେବାରେ ଲାଗିଛନ୍ତି । ଏହି ଯୁବ କ୍ରିକେଟରେ ଏବେ…

ଭାରତୀୟ ବଂଶୋଦ୍ଭବ ମୋଟେଲ ମ୍ୟାନେଜରଙ୍କୁ ଗୁଳିମାଡ

ୱାଶିଂଟନ: ଆମେରିକାର ପେନସିଲଭାନିଆର ପିଟ୍ସବର୍ଗରେ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ୫୧ ବର୍ଷୀୟ ରାକେଶ ଏହାଗବାନ ବୋଲି ଜଣାପଡ଼ିଛି। ଯିଏକି ରବିନସନ୍ ଟାଉନସିପରେ ଏକ ମୋଟେଲର ମ୍ୟାନେଜର ଅଟନ୍ତି। ତେବେ ୩୭ ବର୍ଷୀୟ ଯୁବକ ୟୁଜିନ୍ ୱେଷ୍ଟ, ରାକେଶଙ୍କୁ…

କଟକ ଉତ୍ତେଜନା: ‘ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ’

କଟକ: କଟକରେ ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ, ସ୍ଥିତି ନେଇ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ…

କଟକରେ କର୍ଫ୍ୟୁ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତିରୁ କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା…

ପୂର୍ବତନ ଭାରତୀୟ ବାୟୁସେନା ହିରୋ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବାୟୁସେନା (ଆଇଏଏଫ) ପାଇଲଟ୍ ସୂର୍ଯ୍ୟ କୁମାର ନନ୍ଦଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ସୂର୍ଯ୍ୟ କୁମାର ଶୁକ୍ରବାର ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ୧୯୩୫ ମସିହାରେ…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ, ଅନେକ ୪ ଗୁରୁତର

ଜୟପୁର: ରାଜସ୍ଥାନ ଜୟପୁରର ସୱାଇ ମାନ ସିଂ (SMS) ହସ୍ପିଟାଲରେ ବଡ ଧରଣର ଅଘଟଣ । ହସ୍ପିଟାଲରେ ନିଆଁଲାଗି ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଅବସ୍ଥିତ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଏହି ଦୁର୍ଘଟଣା ଘଟିଛି ।…

ଅସୁରକ୍ଷିତ ରାଜଧାନୀ, ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ…

ବରୁଣେଇରେ ବାର୍‌ହା ଆତଙ୍କ, ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ପୋଲିସ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା ଆତଙ୍କ । ଜିଲ୍ଲାର ବରୁଣେଇ ପାହାଡ଼ରେ ଏକ ହିଂସ୍ର ବାର୍‌ହାର ଆତଙ୍କ ଯୋଗୁଁ ପର୍ଯ୍ୟଟକ ଓ ଉଦ୍ଧାରକାରୀ ଟିମ୍‌ ଗଛ ଉପରେ ଫସି ରହିଥିଲେ । ଅନ୍ୟପଟେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇଥିବା ଜଣେ ପୋଲିସଙ୍କ ପତ୍ତା ମିଳୁନଥିବାବେଳେ ଜଣେ ପର୍ଯ୍ୟଟକ ଆହତ ଅବସ୍ଥାରେ…