“Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ,…
ନୂଆଦିଲ୍ଲୀ: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ପୁଣି ଥରେ ଲୋକସଭାରେ ବିରୋଧୀ ଦଳ ନେତା (LoP)ଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତାଙ୍କ ଉପରେ କଠୋର ଆକ୍ରମଣ କରି ସେ କହିଛନ୍ତି, "ମୁଁ ଏପରି ବିରୋଧୀ ଦଳ ନେତା କେବେ ଦେଖିନାହିଁ। ତାଙ୍କର କୌଣସି ଦୃଷ୍ଟିକୋଣ ନାହିଁ। ସେ କେବଳ…