Latest Odisha News

BREAKING NEWS

New Amrit Bharat Train In Odisha: ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ଓଡ଼ିଶା ପାଇଁ ବଡ଼ ଖୁସି ଖବର ଆସିଛି। ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର। ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍। ଓଡିଶାରେ ରେଳ…

Naveen Patnaik on Middle East Situations: ‘ଓଡ଼ିଆଙ୍କୁ ଫେରେଇ ଆଣନ୍ତୁ…’, ମଧ୍ୟପ୍ରାଚ୍ୟ…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ଅନୁରୋଧ କଲେ ନବୀନ। କହିଲେ ଓଡ଼ିଆଙ୍କୁ ଫେରେଇ ଆଣ। ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଥିବ ବେଳେ ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଥିବା ବେଳେ, ଅଧିକ…

+୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର: +୨ ପିଲାଙ୍କ ଇମ୍ପ୍ର‌ୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ। ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ…

ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ

ନୂଆଦିଲ୍ଲୀ: ଇରାନ ଆକ୍ରମଣର ଭିଡିଓ ପ୍ରସ୍ତୁତ ଏବଂ ପ୍ରଶଂସା କରି ଫସିଲେ ପାକିସ୍ତାନ, ବାଂଲାଦେଶ ନାଗରିକ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ପ୍ରଶଂସା କରିବା ପାଇଁ ବାହାରିନର ଗୃହ ମନ୍ତ୍ରଣାଳୟ ପାଞ୍ଚ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ବାହାରିନ…

Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ: ୨୦୨୬ T20 ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ଟାଇଟଲ୍ ବିଜୟ ପରେ, ବିସିସିଆଇ ଦଳକୁ ଏକ ବଡ଼ ପୁରସ୍କାରରେ ସମ୍ମାନିତ କରିଛି। ବୋର୍ଡ ଟିମ୍ ଇଣ୍ଡିଆ ପାଇଁ ନଗଦ ପୁରସ୍କାର ରାଶି ଘୋଷଣା କରିଛି। ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬…

Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ,…

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ବିରୋଧୀ ଦଳ ଦୁଇଟି ପ୍ରମୁଖ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର କଂଗ୍ରେସ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଏକ ପ୍ରସ୍ତାବ ଆଗତ କରିବେ। ଏହି ସପ୍ତାହରେ ମୁଖ୍ୟ…

ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT

ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT । NCERT ନିର୍ଦ୍ଦେଶକ ଓ ସଦସ୍ୟଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ବିତରଣ ହୋଇଥିବା ସମସ୍ତ ପୁସ୍ତକ…

ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଇରାନ ଯୁଦ୍ଧ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। କିନ୍ତୁ ସେ ଏଥିପାଇଁ ସେ କୌଣସି ସମୟସୀମା ଦେଇ ନାହାଁନ୍ତି। ସେ ତେହେରାନକୁ ଚେତାବନୀ ଦେଇ କହିଛନ୍ତି, ଯଦି ସେମାନେ କିଛି ଖରାପ ଉଦ୍ୟମ କରନ୍ତି, ତେବେ ଆମେରିକା…