Latest Odisha News

BREAKING NEWS

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ପୁରୀ:ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ହଠାତ୍ ଚେଇଁ ଉଠିଲେ । ଶବ ହୋଇ ଆସିଥିବା ବୃଦ୍ଧା ହଠାତ ବଞ୍ଚିକି ଉଠିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପୁରୀ ହସ୍ପିଟାଲରେ…

ଗୋଟିଏ ସ୍କାନରେ ହାତକୁ ଆସିଯିବ କ୍ୟାସ୍ ! ଆଉ ଯିବାକୁ ପଡ଼ିବନି ATM

ଭୁବନେଶ୍ୱର: ସ୍ମାର୍ଟଫୋନରୁ ନଗଦ ଉଠାଣକୁ ଆହୁରି ସହଜ କରିବା ପାଇଁ ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (NPCI) ବଡ଼ ପ୍ରସ୍ତୁତି କରିବାକୁ ଯାଉଛି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ଭାରତରେ ଲୋକମାନେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିନିଧି (BC) ଆଉଟଲେଟରେ…

‘ତାରକା ନିଯୁକ୍ତିଦାତା’ ଭାବେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ 

ଭୁବନେଶ୍ୱର: ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଛି ଆଦିତ୍ୟ ବିର୍ଲା ଗ୍ରୁପ। ଭୁବନେଶ୍ୱର ଠାରେ…

୩୦୦ ବର୍ଷ ପୂର୍ବରୁ କିପରି ହେଉଥିଲା ପ୍ରେଗ୍ନେଂସି ଟେଷ୍ଚିଂ, କେଚିନ୍‌ରେ ବ୍ୟବହାର ହେଉଥିଲା ଏହି ଜିନିଷ

ନୂଆଦିଲ୍ଲୀ: ଆଜିକାଲି ମହିଳାଙ୍କ ଗର୍ଭବତୀ ହେବାର ଟେଷ୍ଟିଂ ବହୁତ ଦ୍ରୁତ ଏବଂ ସହଜ ହୋଇଛି, ଔଷଧ ଦୋକାନରେ ସହଜରେ ଘରୋଇ ଗର୍ଭାବସ୍ଥା କିଟ୍ ମିଳୁଛି, ଏହି କିଟ୍ କେବଳ କିଛି ମିନିଟ୍‌ରେ ସବୁ ଜଣାପଡ଼ିଥାଏ । କିନ୍ତୁ ଆଜି ଆମେ ପ୍ରାଚୀନ ଯୁଗ ବିଷୟରେ କଥା କହିବାକୁ ଯାଉଛୁ ଯେତେବେଳେ ଏହି…

ପ୍ରଖ୍ୟାତ କବି ଦେବଦାସ ଛୋଟରାୟ ପାଇବେ ସାରଳା ପୁରସ୍କାର 

ଭୁବନେଶ୍ୱର: ପ୍ରଖ୍ୟାତ କବି ତଥା ଲେଖକ ଦେବଦାସ ଛୋଟରାୟଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ୪୬ତମ ସାରଳା ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (IMPaCT) ଦ୍ୱାରା ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଅଂଶ ଭାବରେ ତାଙ୍କୁ…

ପରାଜୟ ପରେ ଆଇସିସିରେ ଏହି ଅଭିଯୋଗ କଲା ପାକ୍…

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ସମୟରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଦିନ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାଙ୍କୁ ଏସିଆ କପରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି। ସୂଚନା ଅନୁଯାୟୀ, ଭାରତୀୟ ଖେଳାଳିମାନେ…

ଦେଶରେ ଏବେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଏଆଇ ଶିକ୍ଷା, ପ୍ରଥମ କରି ଏହି ରାଜ୍ୟରେ ଆରମ୍ଭ ହେଲା…

ନୂଆଦିଲ୍ଲୀ: ଏବେ ଭାରତରେ, ସରକାରୀ ସ୍କୁଲର ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ କୃତ୍ରିମ ବୁଦ୍ଧିମତା (AI) ଶିକ୍ଷାକୁ ସାମିଲ କରାଯିବ । କାରଣ ସବୁ କ୍ଷେତ୍ରରେ ଏବେ କୃତ୍ରିମ AI ବ୍ୟବହାର ହେବାରେ ଲାଗିଛି । କାରଣ ଏଆଇ ଅନେକ ମାତ୍ରାରେ କାମକୁ ସହଜ ଓ ଶୀଘ୍ର କରିପାରୁଛି । ବର୍ତ୍ତମାନ ଏଆଇ…

Russian Foreign Ministry: ‘ଭାରତ-ରୁଷ ସମ୍ପର୍କ ଦୃଢ଼ ଏବଂ ସେହିପରି ରହିବ…’ ପୁଟିନଙ୍କ…

ନୂଆଦିଲ୍ଲୀ: ରୁଷ ବୈଦେଶିକ ମନ୍ତ୍ରଣାଳୟ ଭାରତକୁ ପ୍ରଶଂସା କରିଛି । ଭାରତକୁ ପ୍ରଶଂସା କରି କହିଛି ଯେ, ନୂଆଦିଲ୍ଲୀ ମସ୍କୋ ସହିତ ସହଯୋଗ ଜାରି ରଖିବା ଏବଂ ସମ୍ପର୍କ ଭାଙ୍ଗିବା ପାଇଁ ଚାପକୁ ପ୍ରତ୍ୟାଖ୍ୟାନ କରିବାର ସାହସ ଦେଖାଇଛି । RT (Russia Today) ର ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ବିଦାହେଲେ ଅଧ୍ୟାପକ

ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ବହିଷ୍କାର ହେଲେ ଜଣେ ଅଧ୍ୟାପକ । ଘଟଣାଟି ଘଟିଛି ଜଗତସିଂହପୁର ଜିଲା ବାଲିକୁଦା କଲେଜରେ । ଅଧ୍ୟାପକ ସନ୍ତୋଷ ଶତପଥୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବାର ଧରାପଡିବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ସୂଚନା ଅନୁସାରେ, ବାଲିକୁଦା…

BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ, ଚାଳକ ଗିରଫ

ନୂଆଦିଲ୍ଲୀ: BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ସୋମବାର ଜଣେ ମହିଳାଙ୍କୁ ହସ୍ପିଟାଲରୁ ଗିରଫ କରିଛି। ରବିବାର ଅପରାହ୍ନରେ ଧୌଲା କୁଆଁରେ ଏହି ଘଟଣା ଘଟିଥିଲା।ଯେତେବେଳେ ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ନବଜୋତ ସିଂହ (୫୬) ତାଙ୍କ ପତ୍ନୀ ସନ୍ଦୀପ…