Latest Odisha News

BREAKING NEWS

ବର୍ଷା ପାଣିରେ ଧୋଇଗଲା ପୋଲ

ନୂଆପଡା : ସାରା ରାଜ୍ୟରେ ଏବେ ଜାରି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାରେ ଏକ ପୋଲ ଭାସି ଯାଇଛି । ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ପୋଲ ବର୍ଷା ପାଣିରେ ଭାସି ଯାଇଛି । ପୋଲ…

କେବଳ ଭାରତ ନୁହେଁ, ବ୍ରିଟିଶ ଗୁଲାମ ଥିଲେ ଏତେ ଦେଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନରେ ପହଞ୍ଚିଚନ୍ତି । ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ ଐତିହାସିକ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ। ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗର ପ୍ରସ୍ତୁତି ଶେଷ…

ଉଚ୍ଚଶିକ୍ଷା ପକ୍ଷରୁ ବଡ଼ ନିଷ୍ପତ୍ତି: ଏଣିକି ନିଶା ମୁକ୍ତ ହେବ କଲେଜ କ୍ୟାମ୍ପସ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ। ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଏନସିବିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନସର ଶୁଭାରମ୍ଭ। ନିଶା ସମ୍ପର୍କିତ ସୂଚନା ପାଇଁ ହେଲପଲାଇନ୍…

ପୁଣି ଟ୍ରେନ୍ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ମହିମା ଗୋସାଇଁ ଏକ୍ସପ୍ରେସ୍

ସମ୍ବଲପୁର: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଆଜି ସକାଳ ୯ଟା ୧୮ରେ ଶାଲିମାର-ସମ୍ୱଲପୁର ଯାଉଥିବା ମହିମା ଗୋସାଇଁ ଏକ୍ସପ୍ରେସର ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିବା ବେଳେ ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ…

ଅନ୍ୟ ଦଳ ନୁହେଁ, ବିଜେପିରୁ ହିଁ ହୋଇପାରନ୍ତି ପରବର୍ତ୍ତୀ ଉପରାଷ୍ଟ୍ରପତି….

ନୂଆଦିଲ୍ଲୀ: ଜଗଦୀପ ଧନକଡ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଇସ୍ତଫା ଦେବା ପରେ ଏବେ ଆରମ୍ଭ ହୋଇଯାଇଛି ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା । ଯାହା ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସାରିବା ନେଇ ଯୋଜନା ରହିଛି । ଏହାରି ଭିତରେ ଧନକଡଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ଏବେ କଳ୍ପନାଜଳ୍ପନା…

ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣା: ୩ ଗିରଫ

ବଲାଙ୍ଗିର: ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ। ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକ ସମେତ ୨ ସହଯୋଗୀ ଗିରଫ। ସୁନିଲ୍ ବାଗ ଓ ଆର୍ତ୍ତତ୍ରାଣ ଚିନ୍ଦାକୁ ଗିରଫ କଲା ସଦର ପୋଲିସ୍। ବିହାରର ସାରଦା ଯାଦବଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଫେରାର୍ ଥିଲେ। ସୂଚନା ଅନୁସାରେ ୨୨…

ଜୀବନ ସହିତ ଖେଳ! ଏବେ ବି ବଜାରରେ ବିକ୍ରି ହେଉଛି ୩ ହଜାରରୁ ଊର୍ଦ୍ଧ୍ୱ ନିମ୍ନମାନର ଔଷଧ

ନୂଆଦିଲ୍ଲୀ: ଦେଶର ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି କୌଣସି ନା କୌଣସି ରୋଗରେ ପୀଡିତ। ଏଥିରୁ ମୁକ୍ତି ପାଇବା ପାଇଁ, ଲୋକମାନେ ଔଷଧ ସେବନ କରନ୍ତି ଯାହା ଦ୍ୱାରା ରୋଗ ଭଲ ହୋଇପାରିବ ଏବଂ ଯନ୍ତ୍ରଣା କମ ହୋଇପାରିବ। ତଥାପି, ଏହି ଔଷଧ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ଏକ ତଥ୍ୟ ଅନୁସାରେ,…

ବର୍ଷା ଦିନରେ ଏହି ମୋଡ୍‌ରେ ଏସି ଚଲାନ୍ତୁ, ଆସିବ କମ୍ ବିଲ୍ !

ଭୁବନେଶ୍ବର:ବର୍ଷା ଯୋଗୁଁ ଲୋକମାନେ ଗରମରୁ କିଛିଟା ଆଶ୍ୱସ୍ତି ପାଆନ୍ତି, କିନ୍ତୁ ଆର୍ଦ୍ରତା ଲୋକଙ୍କୁ କଷ୍ଟ ଦେଇଥାଏ । ଆର୍ଦ୍ର ଗରମରେ ଏକ ଏୟାର କଣ୍ଡିସନର ଏକ କୁଲର ଅପେକ୍ଷା ଭଲ କାମ କରେ। କିନ୍ତୁ ଏୟାର କଣ୍ଡିସନରର ବିଲ୍ ଲୋକଙ୍କ ପକେଟ ଉପରେ ବହୁତ ବୋଝ ପକାଏ । ତେବେ ଏପରି ଏକ ଉପାୟ…

ଗନ୍ଧମାର୍ଦ୍ଦନରେ ପର୍ଯ୍ୟଟକ ଫସିବା ମାମଲା: ଚାଲିଛି ଲୋକେସ ଟ୍ରାକ, ଏଯାଏଁ ଠାବ ହୋଇନାହାଁନ୍ତି କୌଣସି ବ୍ୟକ୍ତି

ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଲେ ୧୭ ପର୍ଯ୍ୟଟକ। ସମସ୍ତ ପର୍ଯ୍ୟଟକ ଛତିଶଗଡର ବୋଲି କୁହାଯାଉଛି। ସାରା ରାତି ବର୍ଷା ଓ ଅନ୍ଧାର ଯୋଗୁଁ ବାଟବଣା ହୋଇ ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଛନ୍ତି ଏହି ସମସ୍ତ ପର୍ଯ୍ୟଟକ। ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଛି ଏହି…