Kangaroo court: କଙ୍ଗାରୁ କୋର୍ଟ ଘଟଣାରେ ୭ ଗିରଫ
ମୟୂରଭଞ୍ଜ: ଗାଁରେ କଙ୍ଗାରୁ କୋର୍ଟ ପରେ ଯଶିପୁର ପୋଲିସ ଆକ୍ସନ ନେଇଛି । ଦୁଇ ଜଣ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ପିଟିବା ଘଟଣାରେ ବେଗୁନିଆ ଗାଁରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଥାଉକି, ଗତ ଶୁକ୍ରବାର…