Latest Odisha News

BREAKING NEWS

ରୁଟ ଶତକ ନ ମାରିଲେ ବିନା ପୋଷାକରେ ଏହି ଖେଳାଳି ଏମସିଜିରେ ଦୌଡିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ନଭେମ୍ବରରୁ ଆଶେସ ସିରିଜ ଆରମ୍ଭ ହେବ । ଏବେଠାରୁ ଏ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ଏହି…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ କାହାର ପଲା ରହିଛି ଭାରୀ

ଦୁବାଇ: ଏସିଆ କପ କ୍ରିକେଟର ମହା ମୁକାବିଲା ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏହା ଉପରେ ରହିଛି । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଆସନ୍ତୁ ନଜର ପକାଇବା କାହାର ପଲା ଭାରୀ ରହିଛି । ହେଡ ଟୁ…

ସୁନା ଦରରେ ପୁଣି ବୃଦ୍ଧି; ରେକର୍ଡ ଭାଙ୍ଗିଲା ୨୪ କ୍ୟାରେଟ୍‌ ସୁନା

ଭୁବନେଶ୍ୱର: ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି,…

Vaishno devi yatra: ମାତା ବୈଷ୍ଣୋ ଦେବୀଙ୍କ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର;ପୁଣି ଏହି ଦିନରୁ ଆରମ୍ଭ ହେବ…

ନୂଆଦିଲ୍ଲୀ:ଶ୍ରୀ ମାତା ବୈଷ୍ଣୋଦେବୀ ଯାଉଥିବା ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର। ଖରାପ ପାଗ ଏବଂ ଟ୍ରାକ୍ ର ଆବଶ୍ୟକ ମରାମତି କାର୍ଯ୍ୟ ଯୋଗୁଁ ଯାତ୍ରା କିଛି ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଏହା ସେପ୍ଟେମ୍ବର ୧୪ ରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଯାତ୍ରା ପୁନଃଆରମ୍ଭ ଏବଂ ଦର୍ଶନ ପାଇଁ…

ସାର ନିଅଣ୍ଟ ପ୍ରସଙ୍ଗ: ଆସନ୍ତା ୧୭ରେ ରାଜଭବନ ଆଗରେ ବିଜେଡିର ବିଶାଳ ଗଣଧାରଣା

ଭୁବନେଶ୍ୱର: ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…

No-Trust Motion: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ୧୯ କାଉନସିଲର। ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଜି କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି। ଏନେଇ ଆଜି ୧୯ ଜଣ କାଉନସିଲର…

Special OTET Exam: ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି, ଆଇନ ଶୃଙ୍ଖଳା ନେଇ ସହଯୋଗ…

ଭୁବନେଶ୍ୱର: ଆଗାମୀ ୨୭ ତାରିଖରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ଆଗାମୀ ୨୭ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପରିଚାଳନାର ତଦାରଖ ଓ ଆଇନ ଶୃଂଖଳା ରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଳାପାଳମାନଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି…

ଲାଞ୍ଚ ନେଇ ଧରାପଡିଲେ ତହସିଲଦାର, ଡିଏଲଓ; ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

ଭୁବନେଶ୍ୱର: ଆକ୍ସନ ମୁଡରେ ଓଡିଶା ଭିଜିଲାନ୍ସ। ଗୋଟିଏ ଦିନରେ ଏକକାଳୀନ ୩ ଟି ଜିଲ୍ଲାରେ ଚଢାଉ କରିଛି ଭିଜିଲାନ୍ସ ଟିମ। ଶୁକ୍ରବାର ଦିନ ସମ୍ବଲପୁର, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ଏକକାଳୀନ ଓଡିଶା ଭିଜିଲାନ୍ସ ଅପରେସନ୍ ବେଳେ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ…

IAS Reshuffle: ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ଏହି ଦାୟିତ୍ୱ…

ଭୁବନେଶ୍ବର:ଆଇଏଏସ ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଶୁକ୍ରବାର ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଦଳବଦଳ କରିଛନ୍ତି। ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆଇଏଏସ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ…

Rahul and Dinesh Pratap in Raebareli: ମୁହାଁମୁହିଁ ରାହୁଲ, ଯୋଗୀଙ୍କ ମନ୍ତ୍ରୀ: କାହିଁକି ରାଗିକି ଫାୟାର ହେଲେ…

ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ପ୍ରତାପ ସିଂହଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବିତର୍କ ରାହୁଲ ଗାନ୍ଧୀଙ୍କ ରାଏବରେଲି ଗସ୍ତ ସମୟରେ ହୋଇଥିଲା। ରାହୁଲ…