Latest Odisha News

BREAKING NEWS

Bjapur Encounter: ପୁଣି ଏନ୍‌କାଉଣ୍ଟର, ଦୁଇ ହାର୍ଡକୋର୍ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼-ମାଲକାନଗିରି ସୀମନ୍ତରେ ପୁଣି ଏନ୍‌କାଉଣ୍ଟର। ୨ ହାର୍ଡକୋର୍ ମାଓବାଦୀ ନିହତ। ଵିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବାଫଳରେ ନିହତ ହୋଇଛନ୍ତି ୨ ମାଓବାଦୀ। ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ୨…

Nabagunjara Samman-2025: ଲୋକନୃତ୍ୟ ବିଶେଷଜ୍ଞ ମନ୍ମଥ ଶତପଥୀ ପାଇବେ ନବଗୁଞ୍ଜର ସମ୍ମାନ-୨୦୨୫

ଭୁବନେଶ୍ୱର: ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ, ଲେଖକ ଓ ଓଡ଼ିଆ ଲୋକସଂସ୍କୃତି ବିଶେଷଜ୍ଞ ମନ୍ମଥ କୁମାର ଶତପଥୀଙ୍କୁ ୨୦୨୫ ବର୍ଷର ନବଗୁଞ୍ଜର ସମ୍ମାନ ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ନାଟକ ଓ ଲୋକକଳା କ୍ଷେତ୍ରରେ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସଫଳ ଓ ସମର୍ପିତ ସାଧନା ନିମନ୍ତେ ,…

CRPF letter on Rahul’s security: କାହିଁକି ବିବାଦରେ ରାହୁଲଙ୍କ ବିଦେଶ ଯାତ୍ରା?

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବେ ପୁଣି ଥରେ ୟେଲୋ ବୁକ୍ ନିୟମ ଉଲ୍ଲଂଘନ କରିଛନ୍ତି। CRPF ଏକ ଚିଠି ଲେଖି ଏ ବିଷୟରେ ସୂଚନା ଦେଇଛି। ରାହୁଲ ଗାନ୍ଧୀ ତାଙ୍କ ବିଦେଶ ଯାତ୍ରା ସମୟରେ ବାରମ୍ବାର ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କରୁଥିବା ନେଇ…

Cuttack Balijatra: ନଭେମ୍ୱର ୫ରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

କଟକ: ନଭେମ୍ୱର ୫ରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ୱର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ବାଲିଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ପଡିବ। ଅନ୍ୟପଟେ ଚଳିତଥର ବାଲିଯାତ୍ରା ନାଁ ହେବ…

ରାହୁୁଲଙ୍କ ସୁରକ୍ଷାରେ ରହିଥାନ୍ତି କେତେ କମାଣ୍ଡୋ? ଜାଣନ୍ତୁ କାହିଁକି CRPF ଖଡ଼ଗେଙ୍କୁ ଲେଖିଲା ଚିଠି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନିୟମ ଭଙ୍ଗ କରିବାର ଆସିଛି ଅଭିଯୋଗ । ସିଆରପିଏଫ୍ କଂଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ଏନେଇ ସୂଚନା ଦେଇଛି। ଚିଠିରେ କୁହାଯାଇଛି ଯେ ମାଲେସିଆ ଟ୍ରିପ୍'ରେ ରାହୁଲ ଗାନ୍ଧୀ ନିୟମ…

PM Modi’s mother: ଥମୁନି ମୋଦିଙ୍କ ମାଆଙ୍କୁ ନେଇ ବିବାଦ: ଏଆଇ ଭିଡିଓ ପୋଷ୍ଟ କଲା ବିହାର କଂଗ୍ରେସ, ବର୍ଷିଲେ…

ପାଟନା: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ କଂଗ୍ରେସର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା…

ନେପାଳ ସରକାରଙ୍କୁ ହଟାଇଲା ରାହୁଲଙ୍କ ନାରା ! ‘ଭୋଟ ଚୋର, ଗଦ୍ଦୀ ଛଡ୍‌’ର ହେଲା ନକଲ

ନୂଆଦିଲ୍ଲୀ: ନେପାଳ ସରକାରଙ୍କୁ ହଟାଇଲା ରାହୁଲଙ୍କ ନାରା ! "ଭୋଟ ଚୋର, ଗଦ୍ଦୀ ଛଡ୍‌’ ନାରାର ନକଲ ହେଲା, "କେପି ଚୋର, ଗଦ୍ଦୀ ଛଡ୍‌!" । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ…

Nepal Gen Z protests: ‘ନେପାଳ ଭଳି ଅବସ୍ଥା ଭାରତରେ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ଜୋର ଧରିଲା ରାଜନୀତି,…

ନୂଆଦିଲ୍ଲୀ: “ନେପାଳ ଭଳି ଅବସ୍ଥା ହେବ ଭାରତରେ”, କିଛି ଏପରି ଲେଖି ଏବେ ବିବାଦକୁ ଟାଣିଛନ୍ତି କଂଗ୍ରେସ ନେତା ଉଦିତ ରାଜ । ଯାହାକୁ ନେଇ ରାଜନୀତିକ ମହୋଲ ସରଗରମ ହୋଇଥିବା ବେଳେ, ବିଜେପି କଂଗ୍ରେସକୁ ଗଣତନ୍ତ୍ର ଏବଂ ସମ୍ବିଧାନର ହତ୍ୟାକାରୀ ବୋଲି କହିଛି । ଏନେଇ ବିଜେପି ମୁଖପାତ୍ର…

Bomb Threat: ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ! ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ। ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ। ୩ଟି କୋର୍ଟରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି। ବୋମା ଧମକ ପରେ ଖାଲି କରାଗଲା…

Prafulla Mallik: ବିଜେଡିରୁ ନିଲମ୍ବିତ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ୍, କହିଲେ, ‘ପୂର୍ବରୁ ଦେଇଥିଲି…

ଭୁବନେଶ୍ବର: ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ…