ଦବଙ୍ଗ ନିର୍ଦ୍ଦେଶକ କହିଲେ ସଲମାନ ଗୁଣ୍ଡା
ମୁମ୍ବାଇ: ସଲମାନ ଖାଁ ଅଭିନୀତ ଦବଙ୍ଗ ଫିଲ୍ମ ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଫିଲ୍ମମେକର ଅଭିନବ କଶ୍ୟପ ଦବଙ୍ଗ ଫିଲ୍ମ ଏବଂ ସଲମାନଙ୍କୁ ନେଇ ମୁହଁ ଖୋଲିଛନ୍ତି । ଅଭିନବଙ୍କ ଏହି ଫିଲ୍ମ ସଲମାନଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଥିଲେ । ଦବଙ୍ଗର ଦ୍ୱିତୀୟ ସଂସ୍କରଣରେ ଅଭିନବଙ୍କୁ…