Latest Odisha News

BREAKING NEWS

‘ଦ ଚେଜ୍’ ଟିଜରରେ କ୍ୟାପଟେନ୍ କୁଲଙ୍କ ଜବରଦସ୍ତ ଆକ୍ସନ; ସାଙ୍ଗରେ ଅଛନ୍ତି ଅଭିନେତା ଆର୍ ମାଧବନ..

ମୁମ୍ବାଇ: ଭାରତର ଦିଗଗଜ ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ ଧୋନିଙ୍କ ଫ୍ୟାନମାନେ ତାଙ୍କୁ କ୍ରିକେଟ ପଡ଼ିଆରେ କିମ୍ବା ଏକ ସ୍ପଷ୍ଟ ଫଟୋସୁଟରେ ଦେଖିଛନ୍ତି । କିନ୍ତୁ ଏଥର, କ୍ୟାପଟେନ କୁଲ୍ ତାଙ୍କ ଫ୍ୟାନ ମାନଙ୍କୁ ଏକ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଏମଏସ୍ ଧୋନି ଏକ ନୂଆ ପ୍ରୋଜେକ୍ଟ ପାଇଁ…

ଆମେରିକାର ଶୁଳ୍କକୁ ‘ଟ୍ରମ୍ପ୍ ଆତଙ୍କ’ କହିଲେ ବିଏସପି ମୁଖ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ…

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଭାରତୀୟ ସାମଗ୍ରୀ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ବୃଦ୍ଧିକୁ କଡ଼ା ନିନ୍ଦା କରିଛନ୍ତି । ସେ ଏହାକୁ "ଟ୍ରମ୍ପ୍ ଶୁଳ୍କ ଆତଙ୍କ" ବୋଲି ଅଭିହିତ କରିଛନ୍ତି ଏବଂ ଶୁଳ୍କ ଲାଗୁ ପରେ ସୃଷ୍ଟି ହୋଇଥିବା…

Retail Price Of Medicines: ରୋଗୀଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି, ସ୍ଥିର କଲେ ୪୨ଟି ଔଷଧର ଖୁଚୁରା ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ…

Missing Boy Found: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର

ଭୁବନେଶ୍ଵର: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର। ନିଖୋଜ ହେବାର ୪ ଦିନ ପରେ ୟୁନିଟ୍-୬ ଅଞ୍ଚଳ ହସ୍ପିଟାଲ୍‌ ପାଖ ଏକ ଆଶ୍ରୟସ୍ଥଳରୁ ଉଦ୍ଧାର କଲା ପୋଲିସ। କରାଟେ ସ୍କୁଲ୍‌କୁ ଆସି ୪ ଦିନ ହେଲା ନିଖୋଜ ହୋଇଥିଲେ ଏହି ବାଳକ। ପରିବାର ଓ ପୋଲିସ ବିଭିନ୍ନ ସ୍ଥାନରେ…

Modi Visit Punjab: ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ଘୋଷଣା କରିପାରନ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଗସ୍ତ କରିବେ। ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ…

ପୁଅର ମାଡ଼ରେ ମା’ ମୃତ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: ହେମଗିରି ଥାନା ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ପୁଅ ଚାପୁଡ଼ା ମାରିଥିଲା ମା’ କୁ । ଗୁରୁତର ଅବସ୍ଥାରେ ମା' କୁ ହେମଗିରି ଗୋଷ୍ଠୀ…

Kejriwal Dares Modi: ‘ଟ୍ରମ୍ପ୍ ଜଣେ ଭୀରୁ, କାପୁରୁଷ’, ଶୁଳ୍କ ନେଇ ବର୍ଷିଲେ କେଜ୍ରିଓ୍ବାଲ, ମୋଦିଙ୍କୁ ବି…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ଏଥିସହିତ ମୋଦି ସରକାରଙ୍କ ସମ୍ମୁଖରେ ୪ଟି ଦାବି ମଧ୍ୟ ରଖିଛନ୍ତି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ କପା ପ୍ରସଙ୍ଗ ଉଠାଇ…

AI-Cameras In BBSR: ସୁରକ୍ଷିତ ରହିବ ରାଜଧାନୀ ରାସ୍ତା, କ୍ରାଇମ୍ ରୋକିବ ଆଉ ୧୫୦୦ ଏଆଇ-ଚାଳିତ କ୍ୟାମେରା

ଭୁବନେଶ୍ୱର: ରାଜଧାନୀରେ ଏବେ କ୍ରାଇମ ଜଗିବ ଏଆଇ ଚାଳିତ କ୍ୟାମେରା । ଭୁବନେଶ୍ବର ସହରର ପ୍ରମୁଖ ସ୍ଥାନରେ ୧୫୦୦ ନୂତନ ଏଆଇ-ଚାଳିତ ସିସି ଟିଭି କ୍ୟାମେରା ସ୍ଥାପନ କରାଯିବ । ଅପରାଧ ହ୍ରାସ ଏବଂ ଟ୍ରାଫିକ୍ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କିଛି ଏପରି ପଦକ୍ଷେପ…

ଆଉ ନିସ୍ତାର ନାହିଁ; ବିଜୟ ମାଲ୍ୟା, ନୀରବ ମୋଦି ସହ ଭାରତ ଆସିବେ ଏହି ପଳାତକ; ମିଳିଲା ଗ୍ରୀନ ସିଗନାଲ…

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର…

Dark web: ଡାର୍କ ୱେବ୍ କ’ଣ? ଆପଣଙ୍କ ଇମେଲ୍ ହ୍ୟାକ୍ ହୋଇନି ତ? ଏହି ଉପାୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଆପଣ କିଛି ଖୋଜନ୍ତୁ କିମ୍ବା ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଇଣ୍ଟରନେଟ୍ ବିନା ଏସବୁ ସମ୍ଭବ ନୁହେଁ । ଇଣ୍ଟରନେଟରେ ଏକ ଦୁନିଆ ଅଛି, ଯାହା ବିଷୟରେ ଆପଣ ନିଶ୍ଚୟ…