Latest Odisha News

BREAKING NEWS

ଆପଣ ବି ହେଇପାରିବେ ସୁଦର୍ଶନ ପଟ୍ଟନାୟକଙ୍କ ଭଳି ବାଲୁକା ଶିଳ୍ପୀ: ପଢନ୍ତୁ ରିପୋର୍ଟ

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ଏକ ଅନଲାଇନ୍ ବାଲୁକା କଳା ପାଠ୍ୟକ୍ରମ ଆରମ୍ଭ କରିଛି। ଏହି ପାଠ୍ୟକ୍ରମଗୁଡ଼ିକ କେନ୍ଦ୍ର ସରକାରଙ୍କ SWAYAM ଡିଜିଟାଲ…

ଜୁଲାଇ ୨୩ ଯାଏଁ ଜାରି ରହିବ ବର୍ଷା; ଏସବୁ ଜିଲ୍ଲାକୁ ୟେଲୋ ସତର୍କତା ଜାରି

ଭୁବନେଶ୍ୱର: ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି। ଏହି ସମୟରେ ଦକ୍ଷିଣ-ପଶ୍ଚିମ ବିହାର ଏବଂ ସଂଲଗ୍ନ ପୂର୍ବ ଉତ୍ତର ପ୍ରଦେଶ ଉପରେ ଥିବା ଏକ ଲଘୁଚାପ…

ବିଜେଡିର ବିକ୍ଷୋଭକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା: ଆନ୍ଦୋଳନ ବେଳେ କୌଣସି ରବର ବୁଲେଟ ଫାୟାର ହୋଇନି

ଭୁବନେଶ୍ୱର: ବିଜେଡିର ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି, ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବହାର ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ପକ୍ଷରୁ କମ ବଳ ପ୍ରୟୋଗ କରାଯାଇଛି। ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ…

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ; ଜୁଲାଇ ୧୭ରୁ ଅଗଷ୍ଟ ୧୫ ଯାଏଁ ପଞ୍ଜିକରଣ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ…

ବଜ୍ରାଘାତରେ ଚାଲିଗଲା ଶାଶୂ ଓ ବୋହୂଙ୍କ ଜୀବନ

କେନ୍ଦୁଝର:କେନ୍ଦୁଝରର ତେଲକୋଇ ଥାନା ବିଞ୍ଜିବାହାଳ ଗାଁରେ ବଜ୍ରାଘାତ । ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ । ବିଞ୍ଜିବାହାଳ ଗାଁରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦୁଇ ମହିଳା ସଂପର୍କରେ ଶାଶୂ ଓ ବୋହୂ ବୋଲି ଜଣାପଡିଛି । ମୃତକ ହେଲେ ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ…

ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା, କଂଗ୍ରେସ କର୍ମୀଙ୍କୁ ଜଗିବ ଏଆଇ ଓ ଡ୍ରୋନ୍‌

ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍‌। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା…

୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି। ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦…

କ୍ୟାବିନେଟ ବୈଠକରେ ୩ଟି ବଡ଼ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଆସିଲା ଖୁସି ଖବର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏକକାଳୀନ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାର କୃଷକମାନଙ୍କ ସମ୍ପର୍କରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ପ୍ରଧାନମନ୍ତ୍ରୀ…

ଯୁବପିଢ଼ିଙ୍କୁ ସତର୍କ କରାଇଲେ ଓୱେସି; ‘ଅତ୍ୟଧିକ ରିଲ୍ ଦେଖା ମସ୍ତିଷ୍କକୁ ନଷ୍ଟ କରିପାରେ’

ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଯୁବପିଢ଼ିଙ୍କୁ ରିଲ୍ ଦେଖିବାର ନିଶା ବିଷୟରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଏପରି ବିଷୟବସ୍ତୁ ଅଧିକ ଦେଖିବା ମସ୍ତିଷ୍କକୁ ନଷ୍ଟ କରିପାରେ । ସେ ବିଧାନସଭା ନିର୍ବାଚନ ପୂର୍ବରୁ…

‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର….

ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା…