ପୁଣି ଜାମିନ୍ ଆବେଦନ କଲେ ଜଗନ୍ନାଥ ପ୍ରଧାନ
ଭୁବନେଶ୍ବର: ପୁଣି ଜାମିନ୍ ଆବେଦନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ କଲେ । ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା । ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ…