Terror Links: ଆତଙ୍କବାଦୀ ସଂଗଠନ ସହ ଲିଙ୍କରେ ଥିବା ୨ ସରକାରୀ କର୍ମଚାରୀଙ୍କୁ ବହିଷ୍କାର
ଶ୍ରୀନଗର: ଶୁକ୍ରବାର ଦିନ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ଦୁହେଁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇନ ପ୍ରବର୍ତ୍ତନ(law enforcement) ଏବଂ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ।
ଜମ୍ମୁ ଏବଂ…