Latest Odisha News

BREAKING NEWS

ମାସୁଦ ଆଝାରଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କଲା ଏଟିସି

କରାଚୀ: ଜୈଶ-ଇ-ମହମ୍ମଦ ମୁଖ୍ୟ ତଥା ଆତଙ୍କବାଦୀ ମାସୁଦ ଆଝାରଙ୍କ ବିରୋଧରେ ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଗିରଫ ୱାଂରେଟ ଜାରି କରିଛନ୍ତି । ଗଜରାନୱାଲ ଆତଙ୍କବାଦୀ ନିରୋଧୀ କୋର୍ଟ ଜେଏଏମ ଆଝାରଙ୍କ ସମେତ ଆଉ କେତେକ ସଦସ୍ୟଙ୍କ ବିରୋଧରେ ୱାଂରେଟ ଜାରି କରିଛି ।

ଫେବୃୟାରୀ ୨୦୧୯ରେ ଭାରତର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ପୋଲିସ ଗୁଜନାରନୱାଲାରେ ୬ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣା ପରେ ପାକିସ୍ତାନ ଉପରେ ଆନ୍ତର୍ଜାତୀକ ଚାପ ପଡିବା ଯୋଗୁ ସରକାର ଜୈଶ ମୁଖ୍ୟଙ୍କ ପୁଅ ଏବଂ ଭାଇଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ଗିରଫ ହୋଇଥିଲେ ।

Leave A Reply

Your email address will not be published.