କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ସୂଚନା ଅନୁସାରେ ସେ ଜ୍ୱରରେ ପୀଡିତ ଥିଲେ । ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
BREAKING NEWS
- ବାୟୁସେନାର ଏୟାର ଶୋ’ ଦେଖିବା ବେଳେ ଅଘଟଣ, ୪ ମୃତ
- ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ
- କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ
- ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ
- ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍
- ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା
- ଇସ୍ରାଏଲ ଉପରେ ହମାସ ଆକ୍ରମଣର ବର୍ଷେ ପୂରିଲା
- ଜଳିଗଲା ଟ୍ରକ୍-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ
- ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ
- ସୋସିଆଲ ମିଡିଆ ଭ୍ୟୁଜ ପାଇଁ ଖାଇଲେ ରୁଟି ସହ ଗୋବର
Comments are closed.