ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ଅବସରରେ ଭୁବନେଶ୍ୱରର ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ତେବେ କରୋନା ମହାମାରୀ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
Comments are closed.