ଭଦ୍ରକ: ସୀମାରେ କଡା ପହରା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କୁରଛନ୍ତି ଲୋକେ । ପୋଲିସକୁ ଦେଉଛନ୍ତି ଚକମା । ପୋଲିସର କଡା କଟକଣା ମଧ୍ୟ କାମ କରୁନି । କଂଟେନରରେ ଭର୍ତ୍ତି ହୋଇ ଆସୁଛନ୍ତି ଓଡ଼ିଶା । ଗଳା ବାଟ ଦେଇ ଲୁଚି ଛପି ମାଡି ଆସୁଛନ୍ତି । କଂଟନେରରେ ଭର୍ତ୍ତି ହୋଇ ଓଡ଼ିଶା ଭିତରକୁ ଆସୁଛି ଗାଡି ।
ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଜଣାପଡିବା ପରେ ଏବେ ସମସ୍ତ ବାଟକୁ ପୋଲିସ ସିଲ୍ କରିଛି । ଏହା ସହ ଯାଂଚକୁ ମଧ୍ୟ କଡାକଡି କରାଯାଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବା ପାଇଁ ସବୁ ବାଟ ସିଲ୍ କରିବା ପରେ ମଧ୍ୟ କୋଲକାତାରୁ କଂଟେନରରେ ଓଡ଼ିଶାକୁ କିଛି ଲୋକେ ଆସିଥିବା ଆଜି ଦେଖିବାକୁ ମିଳିଛି ।
ଜଣେ କି ଦୁଇଜଣ ନୁହଁ, କଣ୍ଟେନରରେ ଆସୁଛନ୍ତି ୧୦ରୁ ଅଧିକ ଯାତ୍ରୀ । ଆଜି ରାଣୀତାଲ ଛକରେ କଣ୍ଟେନରକୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଂଚଳର ଲୋକେ ସନ୍ଦେହରେ କଣ୍ଟେନରକୁ ଅଟକ ରଖିଥିଲେ । ଏହା ପରେ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ସେମାନେ ସେଠାରୁ ଖସି ଦୌଡି ପଳାଇଥିଲେ । ପୋଲିସର କଡା ପହରା ଥିବା ସତ୍ତ୍ୱେ ଏମାନେ ରାଜ୍ୟ ଭିତରକୁ କିଭଳି ପ୍ରବେଶ କରୁଛନ୍ତି ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।
BREAKING NEWS
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
Comments are closed.