Latest Odisha News

BREAKING NEWS

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ପେଟ୍ରୋଲ ଦରରେ ଗୋଟିଏ ଦିନର ବ୍ରେକ ପରେ ଆଜି ପୁଣି ଏହା ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଥିଲା ଡ଼ିଜେଲ ଦର । ମାତ୍ର ଆଜି ପୁନଃ ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୪ ପଇସା ବୃଦ୍ଧି ଘଟିଛି ।

ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୯.୯୨ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୦୨ ଟଙ୍କା ହୋଇଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୮୦.୪୯ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୮.୨୧ ଟଙ୍କାରେ ପହଞ୍ଚିଛି ।

Leave A Reply

Your email address will not be published.