ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଅଙ୍ଗଦ କହଁର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କୁ ୨୪୪୧୬ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅଙ୍ଗଦ କହଁର ସମୁଦାୟ ୬୫୫୬୪ ଭୋଟ୍ ପାଇଥିବାବେଳେ ଦେବନାରାୟଣ ପ୍ରଧାନଙ୍କୁ ମିଳିଛି ୪୧୧୪୮ଟି ଭୋଟ୍ । କଂଗ୍ରେସ୍ ପ୍ରାର୍ଥୀ କିଶୋର ଚନ୍ଦ୍ର କହଁର ୨୩୩୧୭ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…
- ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା, ଚପଲକୁ ଦେଖି ଚିହ୍ନିଲା ପୁଅ
- Batwara 1947 teaser:ସନ୍ନି ଦେଓଲଙ୍କ ‘ବଟୱାରା 1947’ ଟିଜର ରିଲିଜ
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ
- ପୁଣି ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ
- ପୃଥକ ପୃଥକ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୧୦ ଗିରଫ
- Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ
- ଦୀର୍ଘକାଳୀନ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- Minister Mukesh Mahaling: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
- ନ୍ୟାୟ ପାଇଁ DGP ଓ IGଙ୍କୁ ଚିଠି ଲେଖିଲେ ଚାମେଲି, ‘ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବି’

Comments are closed.