ଗଜପତି : ମହେନ୍ଦ୍ରଗିରି ପର୍ବତରେ ଅଭାବନୀୟ ଘଟଣା । ମହେନ୍ଦ୍ରଗିରି ପର୍ବତର ଶୈବପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ୨୦୦ ଫୁଟ ତଳକୁ ଖସିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି । ଗାଡିରେ ଯାଇଥିବା ସମସ୍ତେ ଗାରାବନ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଗାରାବନ୍ଧ ଅଞ୍ଚଳର ପର୍ଯ୍ୟଟକ ମହେନ୍ଦ୍ରଗିରି ଶୈବପୀଠକୁ ଦର୍ଶନ ପାଇଁ ଯାଇଥିଲେ । ଆଉ ଫେରିବା ବେଳେ, ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
- ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
- ମୋତେ ସମୟ ଦରକାର, ଦୟା ନୁହେଁ…ଜେଲରୁ ବାହାରିବା ପରେ ଏପରି କିଛି କହିଲେ ରାଜପାଲ ଯାଦବ…
- ବଡ଼ ଘୋଷଣା କଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଭାରତରେ ଏତିକି କୋଟି ଟଙ୍କା ନିବେଶ କରିବେ…
- ଭିଜିଲାନ୍ସ ଜାଲରେ ସୋରୋ ତହସିଲଦାର
- ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବୈଦଶିକ ମନ୍ତ୍ରାଳୟକୁ ଚିଠି
- ଭାରତରେ ପିଲାମାନେ ଦେଖିପାରିବେନି ଫେସବୁକ୍ ଏବଂ ଇନଷ୍ଟା! ମୋଦିଙ୍କୁ ଏଭଳି କହିଲେ ମାକ୍ରୋନ୍
- ଦକ୍ଷିଣ ଓଡ଼ିଶାର ଅଭିବୃଦ୍ଧି ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ ପୁନଃବିକାଶ…
- ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ହତ୍ୟା ଧମକ
- ସୁପର ୮ ମୁକାବିଲା ପୂର୍ବରୁ ବିଶ୍ରାମ ନେବେ ଟିମ ଇଣ୍ଡିଆର ସଦସ୍ୟ
Comments are closed.