ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି ଧାର୍ମିକ ସ୍ଥଳୀ ।
ମନ୍ଦିର ଖୋଲିବା ନେଇ ଗାଇଡଲାଇନ୍
– ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ, ୧୦ ବର୍ଷରୁ କମ୍ ବୟସକ ଶିଶୁଙ୍କୁ ନଆସିବାକୁ ପରାମର୍ଶ
– ଧାର୍ମିକ ସ୍ଥଳୀ ଭିତରେ ଦୁଇ ଜଣଙ୍କ ଭିତରେ ଛଅ ଫୁଟ ଦୂରତା ରହିବ
– ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ, ଦିଆଯିବ ସାନିଟାଇଜର୍
– ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ
– ଅଡିଓ ଓ ଭିଡିଓ ମାଧ୍ୟମରେ ଭକ୍ତଙ୍କୁ କୋଭିଡ୍ ଗାଇଡଲାଇନ ସମ୍ପର୍କରେ ସୂଚନା ପ୍ରଦାନ
– ହାତ ଧୋଇବା ବ୍ୟବସ୍ଥା କରାଯିବ
– ସମସ୍ତେ ମୋବାଇଲ ଫୋନରେ ଡାଉନଲୋଡ୍ କରିବେ ଆରୋଗ୍ୟ ସେତୁ ଆପ୍
– ସାର୍ବଜନିକ ସ୍ଥାନରେ ଛେପ ପକାଇବା ମନା
– ମନ୍ଦିର ଭିଚରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ଅଲଗା ହେବ
BREAKING NEWS
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
Comments are closed.