ଅହମ୍ମଦାବାଦ : ମାଆ ହୀରବା ଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ବୋହି ଶ୍ମଶାନ ଘାଟ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗାନ୍ଧୀନଗରସ୍ଥିତ ଶ୍ମଶାନ ଘାଟରେ ହୀରାବେନ ଙ୍କ ଶେଷକୃତ୍ୟ ହେବ।
#WATCH | Gandhinagar: Prime Minister Narendra Modi carries the mortal remains of his late mother Heeraben Modi who passed away at the age of 100, today. pic.twitter.com/CWcHm2C6xQ
— ANI (@ANI) December 30, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନଙ୍କ ନିଧନ ପରେ ଦେଶରେ ଶୋକର ଲହରୀ ଖେଳିଯାଇଛି। ଜଣେ ସାଧାରଣ ମଣିଷରୁ ପ୍ରଧାନମନ୍ତ୍ରୀ ହୋଇପାରିଥିବା ଭଳି ପୁଅ ହେଉଛନ୍ତି ମୋଦୀ। ତାଙ୍କର ଲୋକପ୍ରିୟତା ଯେତିକି ତାଙ୍କୁ ଜନ୍ମ ଦେଇଥିବା ୧୦୦ ବର୍ଷୀୟା ମାଆଙ୍କୁ ବି ଦେଶବାସୀ ସେତିକି ସମ୍ମାନ ଦେଇଛନ୍ତି। ତେଣୁ ହୀରାବେନଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇଛନ୍ତି ଦେଶବାସୀ।
Comments are closed.